STORYMIRROR

Amita Mohanty

Abstract Inspirational

2  

Amita Mohanty

Abstract Inspirational

ଅଫେରା ପଥିକ

ଅଫେରା ପଥିକ

1 min
13.6K


ବିଶାଳ ମହାସାଗର କୋଳରେ

ଅଫେରା ପଥିକ ହୋଇ ,

ମହାଶୂନ୍ୟର ଆକାଶ ବକ୍ଷରେ

ଦିଶାହୀନ ବିହଙ୍ଗ ପରି,

ଅସରନ୍ତି ଇଛାର ଦୁନିଆରେ

ଅତୃପ୍ତ ଆତ୍ମାଟିଏ ହୋଇ,

ଅସଂଖ୍ୟ ମଣିଷଙ୍କ ଦୁନିଆରେ

ଆତୁର ହୃଦୟଟିଏ ହୋଇ, 

ଅକାତ କାତ ଦୁଃଖ ଦରିଆରେ

ବୁଡୁଥିବା ଦୁଃଖିଟିଏ ହୋଇ,

ଅହଂକାରର ପାହାଡ ଉପରେ

ମୋକ୍ଷର ମାୟାରେ ଘାରିହୋଇ

ନିର୍ବାଣ ପଥରେ ମୁକ୍ତି ଆଶା ନେଇ

ନିରୁଦ୍ଦିଷ୍ଟ ହୋଇ ଯା ସଂସାର ବନ୍ଧନୀରୁ......

ଅମିତା ମହାନ୍ତି..କଟକ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract