STORYMIRROR

Sagar Pradhan

Romance

2  

Sagar Pradhan

Romance

ତୁମେ ଶୂନ୍ୟସ୍ଥାନ

ତୁମେ ଶୂନ୍ୟସ୍ଥାନ

1 min
13.4K


ତୁମେ ଭରି ଦିଅ ସ୍ନିଗଧ ଶୀତଳ 

ବିଦୁର ମୋର ପ୍ରାଣେ

ଦୁଃଖ ର ଦରିଆ ପାର କରିଦିଅ

ତରଣୀ ସାଜି କୁଳେ।

ଜୀବନ ଧୂସର ଶୁଷ୍କ ମରୁଦ୍ୟନେ

ତୁମେ ଆଶା ର ବାରି

ମନର ଯନ୍ତ୍ରଣା ଦୂର କରିଦିଅ

ନିତ୍ୟ ଆଳାପ କରି।

ଉଲ୍ଲାସ ବିହୀନ ଜୀବନେ ମୋହର 

ତୁମେ ଅଧର ହସ

ଦିନେବାର୍ତ୍ତାଳାପ ନକଲେ ଗୋପ୍ରିୟା

ଦିବସ ଲାଗେ ନିରସ।

ତୁମେ ଅଟ ସାଥି ଶ୍ରେଷ୍ଠ ଉପହାର

ଭାଗ୍ୟରେ ଥିଲେ ମିଳେ

ତୁମସ୍ଥାନ ସଦା ଶୂନ୍ୟ ସ୍ଥାନ ହେବ

ସନ୍ଦେହ ନାହିଁ ତିଳେ।

ସାଗର ପ୍ରଧାନ, ଗଞ୍ଜାମ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance