STORYMIRROR

kahnu charan sahu

Romance

4  

kahnu charan sahu

Romance

ତୁମେ (ସାତ)

ତୁମେ (ସାତ)

1 min
207

ତୁମେ 

ଅଜଣା ଅତିଥି 

ଜାଣିନି କେଇ ଦିନର

ଏ ନିଷ୍କପଟ ମନ ମନ୍ଦିରେ,


ଭାବ ଆଉ ଭାବନା

ତୁମେ ଏକ ନିଆରା ପରିକଳ୍ପନା

ସ୍ମୃତି ହୋଇ ରହିଥିବ

ଚିରଦିନ ଟିକି ହୃଦୟରେ ।


କେବେ ଖୋଜେ 

ଆଞ୍ଜୁଳାଏ ପ୍ରେମ

କେବେ ଅଭିମାନ କରେ

କେବେ ଯିବନାହିଁ ବୋଲି ଦୂରେ

ଟିକିଏ ସ୍ନେହ ପ୍ରେମର 

ମହୁଲି ନିଶାରେ ।।


Rate this content
Log in

Similar oriya poem from Romance