kahnu charan sahu

Romance


4  

kahnu charan sahu

Romance


ତୁମେ (ସାତ)

ତୁମେ (ସାତ)

1 min 172 1 min 172

ତୁମେ 

ଅଜଣା ଅତିଥି 

ଜାଣିନି କେଇ ଦିନର

ଏ ନିଷ୍କପଟ ମନ ମନ୍ଦିରେ,


ଭାବ ଆଉ ଭାବନା

ତୁମେ ଏକ ନିଆରା ପରିକଳ୍ପନା

ସ୍ମୃତି ହୋଇ ରହିଥିବ

ଚିରଦିନ ଟିକି ହୃଦୟରେ ।


କେବେ ଖୋଜେ 

ଆଞ୍ଜୁଳାଏ ପ୍ରେମ

କେବେ ଅଭିମାନ କରେ

କେବେ ଯିବନାହିଁ ବୋଲି ଦୂରେ

ଟିକିଏ ସ୍ନେହ ପ୍ରେମର 

ମହୁଲି ନିଶାରେ ।।


Rate this content
Log in

More oriya poem from kahnu charan sahu

Similar oriya poem from Romance