STORYMIRROR

Chandrakanta Nayak

Romance

3  

Chandrakanta Nayak

Romance

ତୁମେ ମୋର ସ୍ବର୍ଣ୍ଣଲତା !

ତୁମେ ମୋର ସ୍ବର୍ଣ୍ଣଲତା !

1 min
323

କେମିତି କେଜାଣି କେଉଁ ସୁବେଳାରେ ତୁମ ସହ ହେଲା ଦେଖା

ସେଇ ଦେଖା ପୁଣି ବିବାହ ବନ୍ଧନେ ହୋଇ ଗଲେ ଆମେ ଏକା

ମୋ ପାଦରେ ତୁମେ ମିଳାଇଛ ପାଦ କେବେବି ଯାଇନଥକି

ବର୍ଷ ପରେ ବର୍ଷ ଚଉତ୍ରିଶି ବର୍ଷ କେତେବେଳେ ଗଲା ବିତି

ଅଳି କି ଅର୍ଦଳି କେବେ କରିନାହିଁ ନାହିଁ ମାନ ଅଭିମାନ

ସେତିକିରେ ତୁମେ ସନ୍ତୋଷ ହୋଇଛ, ତୁମେ ମୋର ସାଭିମାନ

କେବେ ମାଗିନାହଁ ସରଗର ଚାନ୍ଦ, ସଣ୍ଣ ଲଙ୍କା ମାଗିନାହଁ

ତୁମେ 'ମୋ ଗର୍ବ' ଗୌରବ ମୋତେ ହରାଇବା

ତୁମେ ଶିଖୁନାହଁ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance