STORYMIRROR

Sasmita Acharya

Romance

2  

Sasmita Acharya

Romance

ତୁମେ ଜାଣିଛ କି ପ୍ରିୟ

ତୁମେ ଜାଣିଛ କି ପ୍ରିୟ

1 min
13.4K


ତୁମେ ଜାଣିଛ କି ପ୍ରିୟ

ତୁମେ ଦେଇଥିବା

ଟିକିଏ ପ୍ରେମ ଆଉ ବିଶ୍ବାସ

ଟିକିଏ ପ୍ରତାରଣା

ଆଉ ଅବିଶ୍ବାସ

କେମିତି ବଦଳେଇ ଦେଇଛି

ମୋ ଜୀବନର ମାନଚିତ୍ର……

ନା ଆଉ ପାଇବାରେ

ଅଛି ବ୍ଯାକୁଳତା

ନା ହରେଇବାରେ ଅଛି

ମନରେ ତିକ୍ତତା

ମୁଁ ବୋଧେ ପାଲଟି ଯାଇଛି

ମିଛେ ମିଛେ ହସୁଥିବା ରୁଷୁଥିବା

ଜୀବନ କାହାଣୀର

ଏକ କାଳ୍ପନିକ ଚରିତ୍ର ……||


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance