Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

kahnu charan sahu

Romance

1  

kahnu charan sahu

Romance

ତୁମେ ଆସିଲା ପରେ

ତୁମେ ଆସିଲା ପରେ

1 min
40


ତୁମେ ଆସିଲା ପରେ

ମୋ ଜୀବନର ଜୟଯାତ୍ରାରେ

ଅନେକ କିଛି ପରିବର୍ତ୍ତନ


ମୋ ଘର ଅଗଣାରେ

ଏବେ ଫଗୁଣର ସକାଳ

ମନ ଚୋରାଏ

କୋଇଲିର କୁହୁତାନ ।


ତୁମରି ଚାହାଣୀରେ

ମୋ ସ୍ବପ୍ନର ଅଭିସାର

ତୁମରି ଛାତିରେ

ମୋ ଜୀବନର ଇସ୍ତାହାର ।



Rate this content
Log in

Similar oriya poem from Romance