ତୁମେ ଆସିଲ
ତୁମେ ଆସିଲ
ତୁମେଆସିଲ
ତୁମେ ନୀଳସାଗରର ଅସୁମାରି ଢେଉ
ଅସରନ୍ତି ଆକାଶର ମିଂଜିମିଂଜି ତାରା
ଲାଲ୍ ଗୋଲାପ କଢି
ଦିଗବଳୟର ତୁମେ ଲାଜକୁଳା ସୁର୍ଯ୍ୟ
ତୁମେ ସେଇ ପ୍ରେମିକ ଭ୍ରମର
ତୁମେ ମୋ ଜୀବନ ମହ୍ଲାର
ତୁମେଆସିଲ
ତୁମେ ନୀଳସାଗରର ଅସୁମାରି ଢେଉ
ଅସରନ୍ତି ଆକାଶର ମିଂଜିମିଂଜି ତାରା
ଲାଲ୍ ଗୋଲାପ କଢି
ଦିଗବଳୟର ତୁମେ ଲାଜକୁଳା ସୁର୍ଯ୍ୟ
ତୁମେ ସେଇ ପ୍ରେମିକ ଭ୍ରମର
ତୁମେ ମୋ ଜୀବନ ମହ୍ଲାର