Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gunanidhi Samal

Tragedy

3  

Gunanidhi Samal

Tragedy

ତୁମ ବିନା

ତୁମ ବିନା

1 min
202


ତୁମବିନା ସାଥୀ

ଏ' ଅନ୍ଧାର ରାତି

ଜାଣିଛ କି' କୁହ

ବିତୁଛି କେମିତି

ହୋଇ ନିଶି ଉଜାଗର ,

ଜହ୍ନ ଲୁଚିଯାଏ

ବଉଦ ଫାଙ୍କରେ

ତାରାଫୁଲ ଫୁଟେ

ଆକାଶ ଛାତିରେ

ଏଇ ଅଗଣାରେ ମୋର।

ଏମିତି କଟୁଛି

ନିଃସଙ୍ଗ ଜୀବନ

ତୁମେ କି'ବୁଝିବ

ଆହେ ପ୍ରାଣଧନ

ଏ ଅଭାଗିନୀର ଦୁଃଖ ,

କାହା ଲାଗି ଆଉ

ଅନାଇ ବସିବି

କାହା ସାଥେ କୁହ

ଜୀବନ ଜୀଇଁବି

ପାଇବା ପାଇଁକି ସୁଖ ।


Rate this content
Log in

Similar oriya poem from Tragedy