STORYMIRROR

Liza Senapati

Abstract

3  

Liza Senapati

Abstract

ତୁ ଯା

ତୁ ଯା

1 min
250

ଚାଲି ଯିବାର ଥିଲା ଯଦି,

ଆସୁଥିଲ କାହିଁକି,

ଖୁସି ଦେଇ ଟିକେ,

ମୋ ଲୁହର ଭାଗୀଦାର,

ହେଲ କାହିଁକି,

ଚାଲିଯିବାର ଥିଲା ଯଦି,

ମୋ ଜଖମରେ ମଲମ ଦେଲ କାଇଁ,

ମୋ ଯନ୍ତ୍ରଣା ରେ ଯଦି ,

ତୁମ ଖୁସି ଥିଲା ଲୁଚି,

କାହିଁକି ମୋ ସହ ଏ ଲୁଚକାଳି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Liza Senapati

କିଛି

କିଛି

1 min ପଢ଼ନ୍ତୁ

ଜୀବନ

ଜୀବନ

1 min ପଢ଼ନ୍ତୁ

ବନ୍ଧନ

ବନ୍ଧନ

1 min ପଢ଼ନ୍ତୁ

ପ୍ରେମ

ପ୍ରେମ

1 min ପଢ଼ନ୍ତୁ

ଯାଦୁ

ଯାଦୁ

1 min ପଢ଼ନ୍ତୁ

ହିରୋ

ହିରୋ

1 min ପଢ଼ନ୍ତୁ

ମୋ ଦେଶ

ମୋ ଦେଶ

1 min ପଢ଼ନ୍ତୁ

Similar oriya poem from Abstract