Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jyotiranjan barik

Romance

3  

Jyotiranjan barik

Romance

ତୁ ଫେରିବୁ

ତୁ ଫେରିବୁ

1 min
331



ମୋ ଠୁ ମତେ ବେସି ବୁଝିଥିବା 

ନିଜର ମଣିଷଟେ ଆଉ କିଏ କି ?

ତୁ ପା ! 

ତତେ ଭୁଲିବି କେମିତି ,

ପ୍ରତିଦିନ ପ୍ରତି ମୁହୂର୍ତ୍ତରେ 

ବାସ୍ ! 

ତତେ ଝୁରିବି ଏମିତି , 


କୂଳକୁ ଫେରୁଥିବା ଜୁଆର ପରି 

ତୁ ବି ଫେରିବୁ 

ମାଟିକୁ ଛୁଉଁଥିବା ସୂର୍ଯ୍ୟଦୟ ପରି 

ତୁ ବି ଛୁଇଁବୁ 

ମଥା ଛୁଇଁଥିଲୁ 

ନାଁ ଫେରିଲୁ ,ନାଁ ଛୁଇଁଲୁ ? 

ହେଲେ ! 

ମତେ ଅପେକ୍ଷା ଶିଖେଇଦେଲୁ , 


ହେଲେ ଶୁଣ୍ ! 

ଫାଶୀ ପାଉଥିବା କଏଦୀ 

ଆଉ ପ୍ରେମ କରୁଥିବା ପ୍ରେମିକ 

ଠିକ୍ ଏକା ପରି , 

ଦୁହିଁଙ୍କୁ ପଚରା ଯାଏ ଶେଷ ଇଛା 

ଫାଶୀ ପାଉଥିବା କଏଦୀ ଟେ କିଛି ବି କୁହେ 

କିନ୍ତୁ ! 

ପ୍ରେମ କରୁଥିବା ସଚ୍ଚା ପ୍ରେମିକର ଶେଷଇଛା 

ତା ପ୍ରେମିକା ହିଁ ଥାଏ,


ଠିକ୍ ସେମିତି ! 

ମୁଁ ବି ପ୍ରେମିକ , 

ଆଉ ମୋର ଶେଷ ଇଛା ତୁ , କେବଳ ତୁ , 


ଆଉ ହଁ !

ଛୋଟିଆ ଆଶା ଟିଏ ଅଛି 

ତୁ ଫେରିବୁ , ହଁ ନିଶ୍ଚୟ ଫେରିବୁ ।


           


Rate this content
Log in

Similar oriya poem from Romance