STORYMIRROR

Pramodini Parichha

Comedy Fantasy

3  

Pramodini Parichha

Comedy Fantasy

ଟ୍ରେନ୍ ଝରକାରେ

ଟ୍ରେନ୍ ଝରକାରେ

1 min
164

ଟ୍ରେନ୍ ଝରକାରେ

    ଦେଖୁଥିଲି ସ୍ବପ୍ନ

       ନୀଳ ଆକାଶ କୁ ଚାହିଁ

ନୀଳ ନୟନା ସେ

    କଣେଇ ଚାହିଁଲା

       ମନକୁ କିଣିବା ପାଇଁ ।।

     

ଲାଜୁଆ ଓଠରେ

    କହୁଥିଲା କଥା

       ହୃଦୟକୁ ଗଲା ଛୁଇଁ

ବିନା ମେଘରେ ବି

    ବିଜୁଳି ଲାଗିଲା

       ହୋଇଗଲି ଧଇଁ ସଇଁ।।


ଫାଙ୍କା ବୋତଲରୁ

     ପିଉଥିଲି ପାଣି

        ପ୍ରେମେ ମତୁଆଲା ହୋଇ

ଗୋଟିଏ ଧକ୍କାରେ

      ଝିଟିକି ପଡ଼ିଲି

        ହସୁଥିଲେ ମାମୁଁ ମାଇଁ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy