Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

B Shankar Mishra. Zitunana

Comedy

3  

B Shankar Mishra. Zitunana

Comedy

ଟିକିଏ ପ୍ରେମ

ଟିକିଏ ପ୍ରେମ

1 min
173


ପୁରୁଣା ହେଲଣି, ବୟସ ଗଲାଣି

ମୋତେ ଦେଖି କହେ ସିଏ ଖତେଇ,

ଆଉ ତୁ ଦରବୁଢ଼ୀ ହେଇନୁ ବୋଧେଲୋ

ଡେଲି କେତେ ରଙ୍ଗେ ହେଉ ସଜେଇ ।


ହେବିନି ବଣା ମୁଁ କାହାର ଫାଶରେ

ଯେତେ ରଙ୍ଗବତୀ ଆସନ୍ତୁ ଧାଇଁ,

ଯୋଡ଼ି ତୋରମୋର ଦେଖିଲେ ସେ ଥରେ

ଫିକା ପଡିଯାଇ ହେବେ ଲାଜେଇ ।


ନଜର ଲାଗିବ, କି କିଏ ଫସିବ

ବୋଧେ ମୋତେ ଡେଲି ଗାଇଡ଼ କରୁ ତୁ,

ଏଲୋ ଘୁରି ବୁଲୁଥିବେ, ସପନେ ଝୁରିବେ

ମୋପାଇଁ ଲୋ କିଆଁ ଘବରାଉ ତୁ ।


ବଡ଼ ଡର ମୋର ଦେବୀଦିଅଁଙ୍କୁ ଲୋ

ଦଣ୍ଡକୁ ତାଙ୍କର ରହେ ମୁଁ ଡରି,

ଆଫ୍ଟର ମ୍ୟାରେଜ ତୁଲୋ ପ୍ରେମ ମୋର

ମୋ ଲାଗି ଡାଉଟେ ହେବୁନି ଘାରି ।


Rate this content
Log in

Similar oriya poem from Comedy