STORYMIRROR

Akshayakumar Dash

Inspirational Others

2  

Akshayakumar Dash

Inspirational Others

ଠିକଭୁଲ

ଠିକଭୁଲ

1 min
35


ଦିନ ପରେ ରାତି

ପେଟ ପଛ ପିଠି

ଦୁଃଖ ଆଉ ସୁଖ

ମୁଦ୍ରାର ଦୁଇ ପାର୍ଶ୍ୱ

ଜନ୍ମ ପୁଣି ମୃତ୍ୟୁ

ଠିକ ର ବିପରୀତ ଭୁଲ

ସମୟ ବି କୁହେ 

ଯାହା କରେ 

କେଉଁଟା ଭୁଲ

ପ୍ରେମ କରିବା 

ଭଲପାଇବା

ସବୁଯେମିତି

ବେଳ ଗଡ଼ିଲେ

ଭୁଲବୋଲି ଭାବେ

ଆଜିଯାହା ଠିକ

କାଲି ତାହା ଭୁଲ

ନଦୀର ଦୁଈକୂଳ ଦେଇ

ନାଵ ପାରିକରେ

ଯାହା ନିଜ ପାଇଁ ଠିକତ

ଆଉ କାହା ପାଇଁ ଭୁଲ

ଖେଳ କୌତୁକ

ଆମୋଦ ପ୍ରମୋଦ

ସାଙ୍ଗସାଥି ମିଳାମିଶା

କାହାର ଦୁଃଖରେ

ସାହାଯ୍ୟ କରିବା

ଯେମିତି ନିଜ ଢଙ୍ଗ ରେ ଚାଲିବା

ଭାଇକୁହ

ନ୍ତି ଭୁଲ ତ

ବାପା ମାଙ୍କର ଇଚ୍ଛାରେ ଚାଲିବା

ଠିକ ବୋଲି ସମସ୍ତେ କହିବେ

ଠିକ ଭୁଲ ରାସ୍ତାର ବିପରିତ ଦିଗ

ଭୁଲ ରାସ୍ତାରେ ଗଲେ

ଠକ ର ସ୍ଵାଦୁ ନେବା

ନିଜ ପାଇଁ ଭୁଲ ଯେତେକ ଗୋଟେଇ

ଭୁଲ ହୋଇଗଲା କହୁ

ନିଜ ପାଇଁ ଠିକ ସାଉଁଟି

ଭୁଲ ହୋଇଯାଏ

ଏମିତି ଛକାପଂଝାରେ

ଜୀବନ ନାଵଟି

ଦୁଈକୂଳ ଦେଇ ଗତିକରେ ।


Rate this content
Log in

Similar oriya poem from Inspirational