Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

କୋମଲକ୍ରିଷ୍ଣା ଅଶୋକ

Tragedy

3  

କୋମଲକ୍ରିଷ୍ଣା ଅଶୋକ

Tragedy

ତତେ କେମିତି ଭୁଲିବି

ତତେ କେମିତି ଭୁଲିବି

1 min
134


ତତେ କେମିତି ଭୁଲିବି ଲୋ

ଏଇ ଛାତି ଭିତରେ ଥିବା

ପୁଳାଏ ନିଶ୍ୱାସ ରେ ଯେ ,

ସାଇତି ଦେଇଛି ତତେ ।

ତତେ କେମିତି ଭୁଲିବି !


କେହି ଯଦି ପଚାରି ଦିଏ

ପ୍ରେମ ପାଇବାର ବାହାନାରେ

ତାର ମନରୁ ଖୋଲି

ମ' ଛଡା

ତୁମ ଜୀବନରେ ଆଉ କିଏ ବୋଲି ?

ମୁ ହୃଦ ଖୋଲି କହି ପାରେନା

ତୁମ ନାଁ

କେମିତି ଧରି ପାରିବି ମୁଁ ;

ତୁମ ନାମ 

ତୁମେ ଯେ, ପ୍ରେମର ମୂର୍ତ୍ତି 

ସେଇଥି ପାଇଁ ମୁଁ

ହିଆର ପ୍ରେମରେ କହିଦିଏ

ମା' ବୋଲି

ହୃଦର ସ୍ଵଦନକୁ ଠେଲି ।


ତତେ କେମିତି ଭୁଲିବି ଲୋ

ଏଇ ଛାତି ଭିତରେ ଥିବା

ପ୍ରେମ-ସ୍ନେହ ମନ୍ଦିର ଯେ,

ତୁ ମୋ ମା'

ତତେ କେମିତି ଭୁଲିବି !


Rate this content
Log in

Similar oriya poem from Tragedy