Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kumarlal Rana

Inspirational

3  

Kumarlal Rana

Inspirational

ତରୁଣ

ତରୁଣ

1 min
209


ଭାବର ମିଳନ ଯୁଗ ଯୁଗାନ୍ତର

ପୂଣ୍ୟ ପାଇଁ  ଅଛି ରହି l

ପୁଣ୍ୟରେ ଭରିଛି ଦେଶ ହିତ ମାଟି

   ଆମ ମନ ଯାଏ ଛୁଇଁ l

ବାଲ୍ୟରେ ଅଭ୍ୟାସ ବିଦ୍ୟାର ପ୍ରୟାସ

    ତରୁଣରେ କର ଜାରି 

ଭାବ ବିନିମୟେ ତରୁଣ ବୟସେ

    ବିଦ୍ୟା ଅଧ୍ୟୟନ କରି l

ଜାଗ୍ରତ ହୁଅରେ ତରୁଣ ଯୁବକ

      ଭାବ ବିନିମୟ କର l

ଅଭ୍ୟାସ ବଳରେ ବିଦ୍ୟା ଶିକ୍ଷା ଲଭ      

       ବିଦ୍ୟାକୁ କର ଅମର l

ତ୍ୟାଗ କର ସବୁ ଅପକାର୍ଯ୍ୟ ମାନ

      ସମାଜ ରଖ ସବଳ l

ତରୁଣ ବୟସ ଶିକ୍ଷାର୍ଥୀର ନୀତି

     ଅଟଇଟି ପ୍ରାଥମିକ l

ସେହିଠାରୁ ପ୍ରାପ୍ୟ ପରାପତ ଯୋଗ

     ପାଉଛୁ ଜ୍ଞାନ ଅଧିକ l



Rate this content
Log in

Similar oriya poem from Inspirational