STORYMIRROR

Pramila Mohanty

Inspirational

3  

Pramila Mohanty

Inspirational

ତୃତୀୟ ବିଶ୍ଵ

ତୃତୀୟ ବିଶ୍ଵ

1 min
67

ତୃତୀୟ ବିଶ୍ଵ ଯୁଦ୍ଧ

ପ୍ରଥମ ଦ୍ୱିତୀୟ ଯୁଦ୍ଧ

ଘୋଟି ତଯାଇଛି

କଟି ଯାଉଛି କୋଟି କୋଟି

    ମୁଣ୍ଡ

ତୃତୀୟ ଟି ପାଇଁ କିଆ

ବଳାଉଛି ମନ

ଲାଗୁଛି ଭାରି ଅଜବ

 ସବୁ ଦେଶ ହେଲେ

ଶାନ୍ତି ପ୍ରବର ପରସ୍ପର

    ବୁଝାମଣା

ଲଙ୍ଘି ବେନି ଆଉ ସୀମା

ମିଳି ମିଶି ସବୁ ଦେଶ

ବାନ୍ଧିଲେ ମେଣ୍ଟ

ବଜାୟ ରହିବ ଶାନ୍ତି

ଜାତି ସଙ୍ଘଠନ 

କହୁଛି ଏ କଥା

କିମ୍ପା ବୁଝୁ ନାହିଁ 

   ଚୀନ

ଏ ତ ମହାମାରୀ ର ସମୟ

ମିଳା ଇଲେ

ଏକକୁ ଆରକେ ହାତ

ପ୍ରତିଷ୍ଠା ହୋଇବ ଶାନ୍ତି

ଖେଳିଉଠିବ ମୈତ୍ରୀ ଭାବ

ଏ ସାରା ଦୁନିଆ 

ଖିଲି ଖିଲି ହସିବ

ନେଵ ନାହିଁ ରୂପ

ତୃତୀୟ ବିଶ୍ଵ ଯୁଦ୍ଧ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational