STORYMIRROR

Reeta aparajeeta Mohanty

Inspirational

3  

Reeta aparajeeta Mohanty

Inspirational

ତ୍ରିରଙ୍ଗାର ଯଶ

ତ୍ରିରଙ୍ଗାର ଯଶ

1 min
296

ଯାହା କରିପାରେନା

କୋଟି କୋଟି ରବି

ତାହା କରିପାରେ କବି।

କଲମ ମୁନ ଗୋଟିଏ ଅସୀ ଠାରୁ କମ ନୁହେଁ।

ଏ ଫୁଲର ମହକରେ ହଜିଯିବାର ବେଳ ନୁହେଁ

ଏବେ ଶୃଙ୍ଖଳ ଛିଡେଇ ସଂଗ୍ରାମ କରିବାର ବେଳ ଆସିଛି

ନିଜ ଦେଶ ମାତୃକା ପାଇଁ

କିଭି କରିବାର ବେଳ ଆସିଛି

ଆମେ ହାରିବିନି ,ଆମେ ଡ଼ରିବାନି

ତ୍ରିରଙ୍ଗା ର ଯଶ ରଖିବାର ବେଳ ଆସିଛି

ଏଇ ମା କୋଳରେ ଆମେ ଜନ୍ମ ହେଇଚୁ

ଏଠି ଗଙ୍ଗାଧାର ବହେ ଯମୁନାର ଧାର ବହେ

ତା ଠୁ ଅଧିକ ଗୌରବ କଣ ଅଛି ......?

ଏବେ ତ୍ରିରଙ୍ଗାର ଯଶ ଜଗତରେ ରଖିବାର

ବେଳ ଆସିଛି।

ନିଜ ମାଟି ମା ର ଋଣ ଶୁଝିବାର ବେଳ ଆସିଛି

ନିଜ ଦେଶ ପାଇଁ କିଛି କରିବାର ବେଳ ଆସିଛି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational