STORYMIRROR

Pramila Mohanty

Inspirational

3  

Pramila Mohanty

Inspirational

ତୋତେ କାହିଁକି ପୂଜିବି କହଠଠଠଠଠଠଠ

ତୋତେ କାହିଁକି ପୂଜିବି କହଠଠଠଠଠଠଠ

1 min
211

ତୋତେ କାହିଁକି ପୂଜିବି କହ

ଠଠଠଠଠଠଠଠଠ ଠଠ

ଆହେ ପ୍ରଭୁ ତୁମେ ପରା

ଧର୍ମ ନିରଞ୍ଜନ ପୂର୍ଣ୍ଣ କର

ସଭିଙ୍କ ମନସ୍କାମ ତୁମେ

ଯଦି ନିଷ୍ଠୁର ହୋଇବ

ତେବେ ମୁଁ ତୁମକୁ

ପୂଜିବି କାହାକୁ ଆଉ

ଜୀବନ ଯାରା ଆକୁଳ

କଣ୍ଠରେ ନେତ୍ରର ଲୁହରେ

ଆଞୁଳା ଭରି ଦରଦକୁ

ପ୍ରଣତିର ପାଖୁଡା ରେ

କରୁଛି ଆଜି ସମର୍ପଣ

ମୋ ଡାକ ଆଜି ଶୁଣି

ଯାଅ ଥରେ ଭରିଦିଅ

ଅଞଳି ମୋର ଜୀବନ

ଯୁଦ୍ଧ ରେ ଜୀତି ଯିବି

ନ କରିବି କେବେ

ତୁମରି ଠାରେ ଅଭିମାନ

ତୁମେ ଯଦି ଅନ୍ଯାୟ

କରିବ ତେବେ କାହିଁକି 

କାହିଁକି ଡାକିବି ଆଉ

ଝୁରି ଝୁରି ମରିବି

ତୁମରି କୃପାକୁ ନୟନୁ

ମୋ ଲୋତକ ପଛେ

ସରିଯାଉ ଆହେ 

ପ୍ରଭୁ ମହାବାହୁ

ପ୍ରମିଳା ମହାନ୍ତି

ଶିକ୍ଷୟିତ୍ରୀ

ଜୟପୁର



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational