ତୋର ପହେଲା ଦେଖା
ତୋର ପହେଲା ଦେଖା
ଦେଖାଏ ମୋର ଗେହ୍ଲେଇ ପ୍ରିୟା
ଏତେ କେନ୍ତା ହେସୁ ଫୁଲେଇ
ତୋର ଲାଗି ମୁଇଁ ଲୋ
ମୋର ଲାଗି ତୁଇ ।
ତୁଇ ମୋର ବାଉରୀ ହେଲେ
ମୁଇଁ ତୋର ପାଗଲା ବାଉରା
ତୁଇ ମୋର ରାନୀ ହେଲେ ଲୋ
ତୋର ରାଜା ମୁଇଁ ଜାନିଥା ।
ତୋର ପହେଲା ଦେଖାଥି ଗୁରୀ
ନିଜର ମତେ ବନାଲୁ
ପହେଲା ନଜର ଥି ତୁଇ ସତେ
ଦିଲ କେ ମୋର ଚୁରାଲୁ ।।

