Bhakta Charan Sunani
Romance
ତମ ବିନା ନିଦ ହୁଏନା
ତମ ବିନା ରାତି କଟେନା
ତମ ବିନା ମନ ବୁଝେନା
ତମ ବିନା ଦିନ ସରେନା
ସବୁ ନା.. ନା.. ନା..
ତମ ବିନା
ପ୍ରିୟା ତମ ବିନା ।
ପ୍ରକୃତ ବନ୍ଧୁ
ବହି
କଲମ
ଗଛ
ସ୍ତ୍ରୀ
ତମେ ପ୍ରିୟା
କୁହ ପ୍ରିୟା ଥର...
ସଂଘର୍ଷ
ଅଭିଶପ୍ତ ଶୈଶବ
ସଂସାର
ପ୍ରେମର ଦୁଇଟି ନେତ୍ର ହେଉଛନ୍ତି ବିରହ ଆଉ ମିଳନ। ପ୍ରେମର ଦୁଇଟି ନେତ୍ର ହେଉଛନ୍ତି ବିରହ ଆଉ ମିଳନ।
ଅପୂର୍ବ ସତେ ଏଇଟା ଫଗୁଣରେ ବର୍ଷା, ଅପୂର୍ବ ସତେ ଏଇଟା ଫଗୁଣରେ ବର୍ଷା,
କୃଷ୍ଣଚୁଡ଼ା ଫୁଲ କୃଷ୍ଣଚୁଡ଼ା ଫୁଲ
ପ୍ରେମ ଟା' କଣ ପ୍ରେମ ଟା' କଣ
ତୁମେ ପଙ୍ଖହୀନ ଅପସରା.... କେତେ ଯେ ରଙ୍ଗ ଧରେ ତବ ତନୁ ଛିଟା ଛାଡୁ ନାହିଁ ଏଇ ମୋର ମନୁ ତୁମେ ପଙ୍ଖହୀନ ଅପସରା.... କେତେ ଯେ ରଙ୍ଗ ଧରେ ତବ ତନୁ ଛିଟା ଛାଡୁ ନାହିଁ ଏଇ ମୋର ମନୁ
ଜୀବନ୍ତ ଅନ୍ୱେଷଣ ଜୀବନ୍ତ ଅନ୍ୱେଷଣ
ଆଜି ଠାରୁ ଦେଖ ସତ କହିଦେଲି ବସିବି ତୁମ ଠୁ' ଋଷି। ଆଜି ଠାରୁ ଦେଖ ସତ କହିଦେଲି ବସିବି ତୁମ ଠୁ' ଋଷି।
ପୀରତି ନଈର ଦୁଇ କୂଳ ଆମେ ମଝିରେ ମମତା ସୁଅ.. ଏ ପଟେ ଅଛି ମୁଁ ସେପଟେ ଅଛୁ ତୁ ମଝିରେ ଶୋଇଛି ପୁଅ ପୀରତି ନଈର ଦୁଇ କୂଳ ଆମେ ମଝିରେ ମମତା ସୁଅ.. ଏ ପଟେ ଅଛି ମୁଁ ସେପଟେ ଅଛୁ ତୁ ମଝିରେ...
ପ୍ରେମ ଏକ ତୃଷ୍ଣା ପ୍ରେମ ପୁଣ୍ୟ ଦେଵାଳୟ ପ୍ରେମ ମରୁଝର ତୃଷା ପଥିକର ସେକଡେ ପ୍ରେମ ମନୋଇ ନଇଟେ ସୁଅ କାଟି କାଟି ... ପ୍ରେମ ଏକ ତୃଷ୍ଣା ପ୍ରେମ ପୁଣ୍ୟ ଦେଵାଳୟ ପ୍ରେମ ମରୁଝର ତୃଷା ପଥିକର ସେକଡେ ପ୍ରେମ ମନୋଇ...
ସେ ଏମିତି ମଣିଷଟେ ସମସ୍ତଙ୍କୁ ନିଃସ୍ୱାର୍ଥ ନିଃସର୍ତ୍ତ ବନ୍ଧୁତା ଗଙ୍ଗାରେ ବୁଡ଼ାଏ ଚୋରେଇ ନିଏ ମନ ବୁଲବୁ... ସେ ଏମିତି ମଣିଷଟେ ସମସ୍ତଙ୍କୁ ନିଃସ୍ୱାର୍ଥ ନିଃସର୍ତ୍ତ ବନ୍ଧୁତା ଗଙ୍ଗାରେ ବୁଡ଼ାଏ ଚ...
ମୋ ଶୀତଳ ଜଳ ପରଶେ ହୁଅନ୍ତ ଯେତିକି ତୁମେ ଚଞ୍ଚଳ ସେତିକି ହୁଅନ୍ତି ମୁଁ କଳ କଳ l ତୁମ କୋମଳ ଶରୀରର ସୁଗନ୍ଧେ ଧନ୍... ମୋ ଶୀତଳ ଜଳ ପରଶେ ହୁଅନ୍ତ ଯେତିକି ତୁମେ ଚଞ୍ଚଳ ସେତିକି ହୁଅନ୍ତି ମୁଁ କଳ କଳ l ତୁମ କୋ...
ଉଦୁଉଦୁମା ତାଳ ଗୋଟମା ତଳ ପାହୁରାଣି ପିତଳ ଶମା ଏମିତି କାହିଁ ନ ଥିବ ଜମା ସରଗ ସୁନ୍ଦରୀ ମୋ ପ୍ରିୟତମା ଉଦୁଉଦୁମା ତାଳ ଗୋଟମା ତଳ ପାହୁରାଣି ପିତଳ ଶମା ଏମିତି କାହିଁ ନ ଥିବ ଜମା ସରଗ ସୁନ୍ଦରୀ ମୋ ...
ପ୍ରଶ୍ନ ପ୍ରଶ୍ନ
ସଂଜର ସଂଳାପ ସଂଜର ସଂଳାପ
ସାତ ଜନମର ସାଥୀ କରି ନେଇ ଭାଳୁଛି ଏବେ ମୁଁ ବସି । ସାତ ଜନମର ସାଥୀ କରି ନେଇ ଭାଳୁଛି ଏବେ ମୁଁ ବସି ।
ନିରସ ତରୁପତର ମରମର ଜରଣା ଡର ଡର ପୁରତର ଭୟକର ଅରଣା ନିରସ ତରୁପତର ମରମର ଜରଣା ଡର ଡର ପୁରତର ଭୟକର ଅରଣା
ମଳୟ ପରଶେ ସୁମନ ବାଟିକା ରେ, ମୃଦୁ ମୃଦୁ ଭ୍ରମର ଗୁଞ୍ଜନ ରେ, ଯମୁନା କୂଳେ ,କଦମ୍ବ ମୂଳେ, ମଳୟ ପରଶେ ସୁମନ ବାଟିକା ରେ, ମୃଦୁ ମୃଦୁ ଭ୍ରମର ଗୁଞ୍ଜନ ରେ, ଯମୁନା କୂଳେ ,କଦମ୍ବ ମୂ...
ମନେ ପଡୁ ତୁ କେତେ ଅତୀତକୁ କେତେ ଇତିହାସକୁ ସତେ ମୋ ଜନ୍ମଜନ୍ମାନ୍ତରକୁ ଖୋଜେ ମୋ ଅନ୍ତରର ମନ । ମନେ ପଡୁ ତୁ କେତେ ଅତୀତକୁ କେତେ ଇତିହାସକୁ ସତେ ମୋ ଜନ୍ମଜନ୍ମାନ୍ତରକୁ ଖୋଜେ ମ...
ଶାଖା ପ୍ରଶାଖାରେ ମେଲିଥାଏ ତାର ଆଶା ଆଉ ପ୍ରତିଶୃତି କୀଟ ପତଙ୍ଗ ସରୀସୃପ ପଶୁ ପକ୍ଷୀ ଆଉ ଏ ମାନବ ଜାତି ଶାଖା ପ୍ରଶାଖାରେ ମେଲିଥାଏ ତାର ଆଶା ଆଉ ପ୍ରତିଶୃତି କୀଟ ପତଙ୍ଗ ସରୀସୃପ ପଶୁ ପକ୍ଷୀ ଆଉ ଏ ମ...
ତୁମ ଆମ ଘରେ ହେଲା ମନାନ୍ତର ମୁଁ ହୋଇଲି ଗୃହବନ୍ଦୀ ବନ୍ଧୁଙ୍କ ସାହାଯ୍ୟ ନେଇ ବୁଝୁଥିଲ ମୋ ଖବର ଅନ୍ଦିସନ୍ଧି ... ତୁମ ଆମ ଘରେ ହେଲା ମନାନ୍ତର ମୁଁ ହୋଇଲି ଗୃହବନ୍ଦୀ ବନ୍ଧୁଙ୍କ ସାହାଯ୍ୟ ନେଇ ବୁଝୁଥିଲ ...