Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

SUKANTA KHANDA

Abstract

4  

SUKANTA KHANDA

Abstract

ତିନୋଟି କବିତା

ତିନୋଟି କବିତା

1 min
10



      ସ୍ୱପ୍ନର ଭାରତ-୧


ସ୍ୱପ୍ନର ଭାରତ ଦିନେ ଯାହାଥିଲା

   ବଦଳି ଯାଇଛି ସବୁ

ବିଦେଶୀ ଦିକୁ ହିଁ ଦିନେ ଲୁଟିଥିଲେ

   ଧନକୁ କରିକି କାବୁ

   ଆଜିକାଲି କଣ ଭାବୁ

ପାଣି ଓ ପବନ ଲୁଟିବା ହେଲାଣି

   ଚାହିଁଥା ବସି ଖାଇବୁ।


    ସ୍ୱପ୍ନର ଭାରତ-୨


 ସ୍ୱପ୍ନର ଭାରତ ବସିକି ଦେଖୁଥା

   ଖାଇବାକୁ ବିରିଆନି

ପାଣି ପବନ ତ ଦୂଷିତ ହେଲାଣି

   ଖାଦ୍ୟକୁ କିଏ ଜାଣିନି

   କରିକି ନିତି ହିଁ ଖୁନି

ରୋଗକୁ ଡାକୁଛେ ରାମ ଜଗନ୍ନାଥ

   କହି ଏ ଅମୃତ ଧ୍ଵନି।


     ସ୍ୱପ୍ନର ଭାରତ-୩


ସ୍ୱପ୍ନର ଭାରତେ ସ୍ବପ୍ନ ଦେଖୁଯାଅ 

   ପ୍ରେମର ଭିତରେ ବୁଡ଼ି

ଗର୍ବ ଅହଙ୍କାର ହାତରେ ଧରିଥା 

   ମୁହଁକୁ ଭିତରେ ଘୋଡ଼ି

   ଧର୍ମ ଯିବ ନାହିଁ ଛାଡ଼ି

ସ୍ୱପନ ଭାରତ ଗଙ୍ଗା ପରି ସ୍ୱଚ୍ଛ

   ଆପେ ଆସିଯିବ ମାଡ଼ି।

      


Rate this content
Log in

Similar oriya poem from Abstract