STORYMIRROR

Satyasai Naik

Abstract Inspirational

4  

Satyasai Naik

Abstract Inspirational

ଧନ୍ଯ ହେ ଇଶ୍ବର ତୁମରି ସୁଷ୍ଟି

ଧନ୍ଯ ହେ ଇଶ୍ବର ତୁମରି ସୁଷ୍ଟି

1 min
335


ଜୀବନ ଯୁଦ୍ଧରେ ଖଡ୍ଗ ର ଧାର ରେ

ଚାଲୁଅଛି ଜୀବନ ଯାତ୍ରା ରେ

ଜାଣିନି କେବେ ଖଡ୍ଗ ର ଧାର

ବାଜିବ ମୋ ଶରୀରେ । 


ପଞ୍ଚଭୂତରେ ଗଢା ମୋ ଶରୀର

ପ୍ରଭୁ ଙ୍କ ଆଦେଶ ରେ

ଦିନେ ମିଶିଯିବ 

ଏହି ପୃଥିବୀ ପୃଷ୍ଠେ

ସେହି ପଞ୍ଚଭୂତରେ। 


ଡିବିର ପରି ଜଳୁଛି ଆତ୍ମା

ସେହି ଝିମଝିମ ନିଶାରେ

କେବେ ଲିଭି ଯିବ କହିହେବ ନାହିଁ, 

ସେହି ଇଶ୍ବରଙ୍କ ଇଚ୍ଛା ରେ। 


ଧନ୍ଯ ହେ ଇଶ୍ବର ତୁମର ସୃଷ୍ଟି

ଏହି ମୃତ୍ୟୁ ଭବନେ

ଦେବତା ହେଲେ ବି ଛାଡିବାକୁ ହେବ

ଦିନେ ନା ଦିନେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract