STORYMIRROR

Satyasai Naik

Inspirational

3  

Satyasai Naik

Inspirational

ମୋରି ଗାଆଁ

ମୋରି ଗାଆଁ

1 min
184

ଚାରିଟି ଅକ୍ଷରେ ନାମ ମୋହର

ନା ମୋର ଚାରଭାଟୀ... 

ଜୁନାଗଡ଼ ବଲକେ 

ରାଜପୁର ପଞ୍ଚାୟତେ 

ଅଛି ମୋର ଅବସ୍ଥିତି। 


କଳା ସଂସ୍କୃତିରେ ପରିପୂର୍ଣ୍ଣ ମୋର

ଉଡାଏ ମୋର ବାନା। 

ନାଟ୍ୟ ଜଗତରେ ଚାଞ୍ଚଲ୍ୟ କରିଛି

ମୋରି ଗାଆଁର ନାଆଁ.......


ଏକତାର ଭାବ ନେଇ ଦିନେ

ଲୋକେ ହେଉଥିଲେ ରୁଣ୍ତ। 

ଗାଆଁର ଉନ୍ନତି କରିବା ପାଇଁ

କରୁଥିଲେ ଭାବ ବିଚାର। 


ଅନେକ ଭିତରେ ଏକତାର ଭାବ

ସବୁବେଳେ ଅଛି ରହି

ଭାତୃଭାବନାର ମନ୍ତ୍ରକୁ ଉଚ୍ଚାରି

ସୁଖେ ଦୁଃଖେ ଭାଇ ଭାଇ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational