STORYMIRROR

Akshayakumar Dash

Inspirational

3  

Akshayakumar Dash

Inspirational

ତିନି ମାଙ୍କଡ଼

ତିନି ମାଙ୍କଡ଼

1 min
13.7K



ବାପୁ ଙ୍କରଦେଖ ମାଙ୍କଡ ତିନି,

କିସ କହୁଛନ୍ତି ଆମକୁ ଦିନି।

ହାତଦୁଇ ଆଖି ଲୁଚାଇ ଜଣ,

କୁସ୍ଚିତକୁ ଦେଖିବାକୁ ନମଣ।

କାନ ବନ୍ଦ କରି ବସିଛି ଆନ,

ଅଶୀଳ ଶୁଣିବ ନାହଁ ତା କାନ।

ତୃତୀୟ ମାଙ୍କଡ଼ ପାଟିକୁ ଚାପି,

ଖରାପ କଥାକୁ ନଦେବ ରାବି।

ତିନି ମାଙ୍କଡ଼ର ତିନୋଟି କଥା,

ଭଲ କରି ବାବୁ ପୁରାଅ ମଥା।

ପୂଜାକରୁଥିବା ତିନି ମାଙ୍କଡ଼,

ଆକଟ ରଖିଲେ ହୋଇବ।ବଡ଼।


ଲେଖିଛନ୍ତି,, ଅକ୍ଷୟ କୁମାର ଦାଶ,

ମଧୁକସ୍ୱର ନୋଡ଼ାଲ ବିଧ୍ୟାପିଠ କଣ୍ଟିଗଡିଆ

ପିନ755049.


સામગ્રીને રેટ આપો
લોગિન

Similar oriya poem from Inspirational