STORYMIRROR

Chittaranjan Lenka

Inspirational Abstract Others

2  

Chittaranjan Lenka

Inspirational Abstract Others

ତିନି ଭଗାରୀ

ତିନି ଭଗାରୀ

1 min
13.6K


ଋଣ ରୋଗ ଶତୃ   ତିନିଟି ଭଗାରୀ

ମଣିଷ ଜୀବନ ପାଇଁ

ପଡିଲେ ହାବୁଡେ   ଦିନଟିଏ ହେଲେ

ବସି ଶୋଇ ହୁଏ ନାହିଁ


କଷ୍ଟ ହେଉ ପଛେ  ଋଣ ରୋଗ ଦାଉ

ହୁଏତ ସହି ପାରିବ

ହେଲେ ଶତୃ କଷ୍ଟ  ସହି ନ ହୋଇବ

ଏହା ସତ୍ୟ ଅନୁଭବ


ଚିତ୍ତ ରଞ୍ଜନ ଲେଙ୍କା (କଟକ)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational