PRASANTA MALIK
Abstract
ଅଛି ଅନ୍ୱେଷଣ ଉତ୍ ପଳ ଔପମ୍ୟ
ଅଞ୍ଜନ ଅଞ୍ଚିତ କାମିନୀ ଜଣେ
ଥିବ ମଧୁମୟ ମେଚକ ମାନିନୀ
ବସଳର ତ୍ବିଷା ମେଦିନୀ ଗୁଣେ
ହେଉ ପଛେ ସିଏ ଲକ୍ଷେ ପୁଷ୍ପ ମଧ୍ୟେ
ରୋଲମ୍ବ ସାଜି ମୁଁ ଯିବି
ଲଜ୍ଜାଳୁ ଲପିତ ଲକ୍ଷଣକୁ ଦେଖି
ରାଜିତ ରୂପର ଅର୍ଚ୍ଚନା ଦେବି
ମୋ ବାପା
ଅବସର
ବିଦାୟ
ଆମ ଗାଁ ନଈର ଦୁ...
Tariff
ଅଭିମାନିନି
ସୌନ୍ଦର୍ଯ୍ୟର ପ...
ପ୍ରଶଂସା କବିତା
ଟିକିଏ ଟିକିଏ କ...
ମନ ଚେତନା ଓ ଶରୀର ପାଇଁକି ଉତ୍କୃଷ୍ଟ ଶିକ୍ଷାର ମନ୍ଦିର ଥିଲା ଜୀବନର ଲକ୍ଷ୍ୟ ସାଧନ କ୍ଷେତ୍ରରେ ପଥ ପ୍ରଦର୍ଶନ... ମନ ଚେତନା ଓ ଶରୀର ପାଇଁକି ଉତ୍କୃଷ୍ଟ ଶିକ୍ଷାର ମନ୍ଦିର ଥିଲା ଜୀବନର ଲକ୍ଷ୍ୟ ସାଧନ କ୍ଷେ...
ଆଗକୁ ଆଗକୁ ଚାଲିଛି ଏ ଜୀବନ ନୌକାରେ ମାନବ ହୋଇଛି, କିନ୍ତୁ ଚାଲେ ବିପରୀତ ଦିଶାରେ |୭| ତୁଟି ଯିବ ମୋହ କାୟା... ଆଗକୁ ଆଗକୁ ଚାଲିଛି ଏ ଜୀବନ ନୌକାରେ ମାନବ ହୋଇଛି, କିନ୍ତୁ ଚାଲେ ବିପରୀତ ଦିଶାରେ |୭| ...
କୋଟି ଓଡିଆର ମଉଡମଣି ସେ ଉତ୍କଳର ଗଜପତି । ମଣ୍ଡପରେ ଛେରା ପହଁରା କରିବେ ହରଷିତ ହେବ ମତି କୋଟି ଓଡିଆର ମଉଡମଣି ସେ ଉତ୍କଳର ଗଜପତି । ମଣ୍ଡପରେ ଛେରା ପହଁରା କରିବେ ହରଷିତ...
ଆଗକାଳରେ ତ ସାଧବମାନେ ଯେ ବୋଇତରେ ଯାଉ ଥିଲେ ଦେଶ ବିଦେଶରେ ବାଣିଜ୍ୟ ସେ କରି ଧନ ରତ୍ନ ଆଣୁ ଆଗକାଳରେ ତ ସାଧବମାନେ ଯେ ବୋଇତରେ ଯାଉ ଥିଲେ ଦେଶ ବିଦେଶରେ ବାଣିଜ୍ୟ ସେ କରି ...
ପ୍ରବଚନ ଦିଅ ମନା ନାହିଁ ଜମା ନିଜେ ସତ୍ୟ ପଥେ ଥିବ ଏ ଜଗତେ ଯଶ ଖ୍ୟାତି ବଢୁଥିବ ସମ୍ମାନ ଯେ ପ୍ରବଚନ ଦିଅ ମନା ନାହିଁ ଜମା ନିଜେ ସତ୍ୟ ପଥେ ଥିବ ଏ ଜଗତେ ଯଶ ଖ୍ୟାତି ବଢୁଥିବ ...
କିନ୍ନର ର ଅଭିବ୍ୟକ୍ତି କିନ୍ନର ର ଅଭିବ୍ୟକ୍ତି
ବିଜୟା ଦଶମୀ ବିଜୟା ଦଶମୀ
ସନ୍ତାନର ଦୋଷ ହରଇ ଜନନୀ ନିଜ ମଥାକୁ ସେ ନେଇ ସନ୍ତାନ ଆଗରେ ଠିଆ ହେଇ ଥାଏ ସବୁ କଷ୍ଟ ସନ୍ତାନର ଦୋଷ ହରଇ ଜନନୀ ନିଜ ମଥାକୁ ସେ ନେଇ ସନ୍ତାନ ଆଗରେ ଠିଆ ହେଇ ଥାଏ ...
ଗାଡି ଘର ବାଡି ଚାକିରୀ ଯାହା ସବୁ କରିଛି । କୁଟୁମ୍ବ ବନ୍ଧୁ ବାନ୍ଧବଙ୍କୁ ଅବା ଯାହା ଅର୍ଜିଛି ।୪ ଗାଡି ଘର ବାଡି ଚାକିରୀ ଯାହା ସବୁ କରିଛି । କୁଟୁମ୍ବ ବନ୍ଧୁ ବାନ୍ଧବଙ୍କୁ ଅବା ଯା...
ସ୍ୱାଧୀନର ସଂଜ୍ଞା କଲେ ନିରୁପଣ ପ୍ରଶ୍ନ ପରେ ପ୍ରଶ୍ନ ଆସେ ସ୍ୱାଧୀନ ମାନେଟା ନା ଜାଣି ହୁଏ ସ୍ୱାଧୀନର ସଂଜ୍ଞା କଲେ ନିରୁପଣ ପ୍ରଶ୍ନ ପରେ ପ୍ରଶ୍ନ ଆସେ ସ୍ୱାଧୀନ ମାନେଟା ନା ...
ଈର୍ଷା ଈର୍ଷା
ହଳଦିଆ ରଙ୍ଗେ ଖେଳିବା ହୋଲି ହଳଦିଆ ରଙ୍ଗେ ଖେଳିବା ହୋଲି
ମନେ ପଡେ କର୍ମପଥେ ମନେ ପଡେ କର୍ମପଥେ
ଲୀଳାମୟ କାହ୍ନା ଲୀଳାମୟ କାହ୍ନା
ସ୍ଵାଗତ ନବ ସକାଳର ସ୍ଵାଗତ ନବ ସକାଳର
ନିର୍ବାଣ ସୂର୍ଯ୍ୟର ଅଭିମୁଖେ ନିର୍ବାଣ ସୂର୍ଯ୍ୟର ଅଭିମୁଖେ
ସେ ଦିନର ରାମଲୀଳା ଆଜି ଆଉ ନାହିଁ ଯାତ୍ରା ଦଳ କରୁଛନ୍ତି ସାମାଜିକ ବହି। ଫୁଙ୍ଗୁଳା ନାଚରେ ଫାଟେ ତ ସେ ଦିନର ରାମଲୀଳା ଆଜି ଆଉ ନାହିଁ ଯାତ୍ରା ଦଳ କରୁଛନ୍ତି ସାମାଜିକ ବହି। ଫୁଙ୍ଗୁଳା ନାଚରେ...
ଅଧୁରା ସପନ ଅଧୁରା ସପନ
ସ୍ୱାଭିମାନ ସ୍ୱାଭିମାନ
ରଜକ କେବେ କି ଯଜ୍ଞାଚାର୍ଯ୍ୟ ଗ୍ରାହୀ ବେଦାଚ଼ାର୍ଯ୍ୟ ପାଠକଲେ, ଶୁକର ନୁହଇ କେବେବି ଗୋମାତା ସୂର୍ଯ୍ୟ ଚନ୍ଦ୍... ରଜକ କେବେ କି ଯଜ୍ଞାଚାର୍ଯ୍ୟ ଗ୍ରାହୀ ବେଦାଚ଼ାର୍ଯ୍ୟ ପାଠକଲେ, ଶୁକର ନୁହଇ କେବେବି ଗୋମ...