STORYMIRROR

PRASANTA MALIK

Abstract

2  

PRASANTA MALIK

Abstract

ସୌନ୍ଦର୍ଯ୍ୟର ପ୍ରଶଂସା

ସୌନ୍ଦର୍ଯ୍ୟର ପ୍ରଶଂସା

1 min
423

ଘୋର ତମିସ୍ରାର ଅସିତ ଅସ୍ପୁଟ

ଅଟବୀ ତନୟା ତୁମେ

କଳାପ କସ୍ତୁରୀ କବରୀକୁ ଦେଖି

ମଧୁ କୁଞ୍ଜବନ ଝୁମେ

ତିର୍ଯକ ଚାହାଣି ଗନ୍ତବ୍ୟ ପଥରେ

ଶତ୍ରୁତାର ବାଟ ବେଢେ

ତ୍ୱରିତ ତୁରଙ୍ଗୀ ବେଗେ ଅପ୍ରଭଙ୍ଗୀ

ଘୋଟକ ମସ୍ତକ ମୋଡେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract