PRASANTA MALIK
Romance
ପଦିଏ କଥାରେ ରୁଷି ଯାଅ ତୁମେ
ଟିକେ ବେଶି ହେଲେ ଶୁଖାଅ ମୁହଁ
ରାଗି କରି କୁହ କିଏ ମୁଁ ଜାଣେନା
ତୁମ ବାଟେ ତୁମେ ଯୁଆଡେ ଯାଅ
ହେଲେ,ମୁଁ ପରା ଜାଣିଛି ରାଗ ରୁଷ ନୁହେଁ
ପ୍ରଣୟ ପାଇଁ କି କର ବାହାନା
ପାଗଳି ବୋଲି ମୁଁ ଡାକିଦେଲେ ଥରେ
ରାଗ ତୁମ ହୁଏ ହୀମ ଝରଣା
ମୋ ବାପା
ଅବସର
ବିଦାୟ
ଆମ ଗାଁ ନଈର ଦୁ...
Tariff
ଅଭିମାନିନି
ସୌନ୍ଦର୍ଯ୍ୟର ପ...
ପ୍ରଶଂସା କବିତା
ଟିକିଏ ଟିକିଏ କ...
ଶ୍ରୀରାଧା ଅନନ୍ୟା ଅସୀମ ପ୍ରେମିକା ଧରା ପୃଷ୍ଠେ ଜନ୍ମ ବେଳେ ମୁଦ୍ରିତ ନୟନେ ଧ୍ୟାନ ସହକାରେ ଅପେକ୍ଷାରେ ମଗ୍ନ... ଶ୍ରୀରାଧା ଅନନ୍ୟା ଅସୀମ ପ୍ରେମିକା ଧରା ପୃଷ୍ଠେ ଜନ୍ମ ବେଳେ ମୁଦ୍ରିତ ନୟନେ ଧ୍ୟାନ ସହକା...
କିଛି ତ ଲୁଚାଇ ନ ଥିଲି ତୁମକୁ ଭାବ ହେଲା ଦିନ ଠାରୁ କାହିଁକି ରହିଛ ଦୂରେଇ ମୋ ଠାରୁ ଭାବ ରହୁଛି ଅଧା କିଛି ତ ଲୁଚାଇ ନ ଥିଲି ତୁମକୁ ଭାବ ହେଲା ଦିନ ଠାରୁ କାହିଁକି ରହିଛ ଦୂରେଇ ମୋ ଠାରୁ ...
ମାତା ମହିୟସୀ ଘେନ ମୋ ପ୍ରଣାମ ଭୂମିଷ୍ଠ କଲେ ଚୁମ୍ବନ। ମାତା ମହିୟସୀ ଘେନ ମୋ ପ୍ରଣାମ ଭୂମିଷ୍ଠ କଲେ ଚୁମ୍ବନ।
ଶୁଭ ସାହାନାଇର ମଧୁର ସ୍ଵର ଝଙ୍କାର ପ୍ରତି ସ୍ପନ୍ଦନରେ ଆଣେ ପ୍ରୀତି ଜୁଆର, ଶୁଭ ସାହାନାଇର ମଧୁର ସ୍ଵର ଝଙ୍କାର ପ୍ରତି ସ୍ପନ୍ଦନରେ ଆଣେ ପ୍ରୀତି ଜୁଆର,
ସୁବାସିତ କରେ ପ୍ରାଣ ମନ ନିତି ପୁଲକ ପ୍ଲାବନ ଖେଳେ ଆନନ୍ଦ ଉଲ୍ଲାସ ଉଦ୍ଦୀପନା ପୂର୍ଣ୍ଣ ଜୀବନ ଯାପନ କରେ । ସୁବାସିତ କରେ ପ୍ରାଣ ମନ ନିତି ପୁଲକ ପ୍ଲାବନ ଖେଳେ ଆନନ୍ଦ ଉଲ୍ଲାସ ଉଦ୍ଦୀପନା ପୂର୍ଣ୍ଣ ...
କନକ ପ୍ରତିମା ତୁମେ ଗୋ କଳପନାରେ ଭାସ ତୁମେ ଗୋ ମରତ ଗଉରୀ ମୋର ମାନସେ ଆସ । କନକ ପ୍ରତିମା ତୁମେ ଗୋ କଳପନାରେ ଭାସ ତୁମେ ଗୋ ମରତ ଗଉରୀ ମୋର ମାନସେ ଆସ ।
ପ୍ରେମର ପ୍ରଥମ ରାତି ପ୍ରେମର ପ୍ରଥମ ରାତି
ବଢାଇଲେ ହାତ ଖସି ଆସ ପାଖରେ ବସ ସାଥୀରେ ମିଶ ମେଣ୍ଟି ଯାଏ ମୋର ଶୋଷ ମୋ ରୁଚି ଗୁଣ ସବୁକୁ କର ପସନ୍ଦ ବଢାଇଲେ ହାତ ଖସି ଆସ ପାଖରେ ବସ ସାଥୀରେ ମିଶ ମେଣ୍ଟି ଯାଏ ମୋର ଶୋଷ ମୋ ରୁଚି ଗୁଣ ସବ...
କହିଲି ବାନ୍ଧବୀ ମନକୁ ଊଣା ନ କରି ନ ଦିଅ ବନ୍ଧୁ ଯାତନା । ଭଳିକି ଭଳିକି କରି ଆଇଟମ କହିଲି ବାନ୍ଧବୀ ମନକୁ ଊଣା ନ କରି ନ ଦିଅ ବନ୍ଧୁ ଯାତନା । ଭଳିକି ଭଳିକି କରି ଆ...
ସ୍ଵପ୍ନ ସ୍ଵପ୍ନ
ତୁମେ ମୋ ମନର ପ୍ରଥମ ଫଗୁଣେ ପ୍ରଣୟର ମଧୁ ଗୀତି ତୁମ ବିନା ସାଥି ଫିକା ଫିକା ଲାଗେ ତୁମେ ମୋ ମନର ପ୍ରଥମ ଫଗୁଣେ ପ୍ରଣୟର ମଧୁ ଗୀତି ତୁମ ବିନା ସାଥି ଫିକା ଫିକା ଲାଗେ
କେବେ ତୁମ ମୁହଁକୁ ବାସ୍ତବର ରୂପ ଦେଇ ମୁଁ ନା ହସର ଲହରୀକୁ ଭାଙ୍ଗିପାରିଥାନ୍ତି। କେବେ ତୁମ ମୁହଁକୁ ବାସ୍ତବର ରୂପ ଦେଇ ମୁଁ ନା ହସର ଲହରୀକୁ ଭାଙ୍ଗିପାରିଥାନ୍ତି।
ସୁନୟନା ତୁମେ କାନ୍ଦିବନି ସୁନୟନା ତୁମେ କାନ୍ଦିବନି
ମନେପଡେ ମନକଥା ମନେପଡେ ମନକଥା
ଜୀବନର ଏହି ଖାଲ ଢ଼ିପ ପଥେ ବିରହରେ ପ୍ରେମରୁ ମନରୁ ବେଦନା ଢଳେ ତଥାପି କାହିଁକି ଏଇ ମନ ଅଗଣାରେ ପ୍ରେମର ମଧୁ ... ଜୀବନର ଏହି ଖାଲ ଢ଼ିପ ପଥେ ବିରହରେ ପ୍ରେମରୁ ମନରୁ ବେଦନା ଢଳେ ତଥାପି କାହିଁକି ଏଇ ମନ...
କେଉଁ ରୂପ ଶିଳ୍ପୀ ତୋତେ ଗଢିଥିଲେ ତୋଳି ତୋର ରୂପ ସମ୍ଭାରରେ ଦେଲେ ଗନ୍ଧକଳୀ । କେଉଁ ରୂପ ଶିଳ୍ପୀ ତୋତେ ଗଢିଥିଲେ ତୋଳି ତୋର ରୂପ ସମ୍ଭାରରେ ଦେଲେ ଗନ୍ଧକଳୀ ।
ପ୍ରିୟା ତୁମେ ଶ୍ରେଷ୍ଠ ସାମାଜିକ ପ୍ରଜାପତି ! କେହି ନାହିଁ ହେବାକୁ ତୁମ ସମତୂଲ୍ୟ। ଆଖିର ଲୁହ ପିଇ ଖ ପ୍ରିୟା ତୁମେ ଶ୍ରେଷ୍ଠ ସାମାଜିକ ପ୍ରଜାପତି ! କେହି ନାହିଁ ହେବାକୁ ତୁମ ସମତୂଲ୍ୟ। ଆଖିର...
ବିଶ୍ୱାସରେ ବିଷ ଭରିଦେଲୁ ତୁହିଁ ଉଠୁଛି ଆଜି ମୋ କୋହ ।। ବିଶ୍ୱାସରେ ବିଷ ଭରିଦେଲୁ ତୁହିଁ ଉଠୁଛି ଆଜି ମୋ କୋହ ।।
ଶୀର୍ଷକ :ସେଇ ଝିଅ ଟି ଶୀର୍ଷକ :ସେଇ ଝିଅ ଟି
ସ୍ବପ୍ନ ନାୟିକା ସ୍ବପ୍ନ ନାୟିକା