STORYMIRROR

PRASANTA MALIK

Others

3  

PRASANTA MALIK

Others

ସୌନ୍ଦର୍ଯ୍ୟର ପ୍ରଶଂସା କବିତା

ସୌନ୍ଦର୍ଯ୍ୟର ପ୍ରଶଂସା କବିତା

1 min
365

ତୁମେ ବଗିଚାକୁ ଯିବ ନାହିଁ ପ୍ରିୟା

ଇର୍ଷାରେ ଜଳିବେ ସରମି ଫୁଲ

ରାଗରେ କହିବେ ଚାଲିଯାଅ ଏଠୁ

ତୁମେ ଥିଲେ ଯିବ ଆମରି ମୂଲ


ମାଳୀ କି ବୁଝିବ ଗୁଣ କି କାହାର

ବାଛିଦେବ କିଏ ରଙ୍ଗରେ ଭରା

ତୁମେ ଯଦି ଯିବ ବଗିଚାର ପାଶେ

ଫୁଲ ସବୁ ହେବେ ଅଲୋଡା ପରା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍