STORYMIRROR

Sunanda Mohanty

Fantasy Others Children

3  

Sunanda Mohanty

Fantasy Others Children

ତାରା

ତାରା

1 min
163

ଚିକ ମିକି ସୁନା ଝରା ଫୁଲ 

ସୁନ୍ଦର ଦିଶେ ଆକାଶ ବଗିଚା 

ଫୁଟିଗଲେ ତୋ ପରି ଫୁଲ 

ଫୁଲେଇ ତୁ ଆଖିମାରୁ 

କେବେ ଦିଶୁ ନିଆଁ ଝୁଲ 

ସପ୍ତର୍ଷି ମଣ୍ଡଳେ ସପ୍ତଋଷି 

ମୁନା କରେ ବଡ଼ ହୁଲସ୍ତୁଲ 

ମାଆ ଦିଏ ଖୁଆଇ ତତେ ଦେଖାଇ 

ମୁନା କୁ କରି ଗେଲ 

ବଡ଼ମାନେ ଆଦରେ ଡାକନ୍ତି 

ବିଜ୍ଞାନୀ କହନ୍ତି ଅମୁଲ ମୂଲ୍ୟ 

ତୋ ପରିବେଶ ଭିତରେ ତୁ 

ଚମତ୍କାର ଆଲୋକ ର ଝୁଲ. 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy