STORYMIRROR

Liza Senapati

Abstract

3  

Liza Senapati

Abstract

ସୂର୍ଯ୍ୟ

ସୂର୍ଯ୍ୟ

1 min
264

ଏ ଅସ୍ତଗାମୀ ସୂର୍ଯ୍ୟ,

ଅଟକି ଯା ,

ଆଉ ତୁ କିଛିକ୍ଷଣ,

ଏ ଘନ ଅନ୍ଧାରରେ ,

ହଜିଯିବ କାଳେ ପ୍ରେମ ମୋର।

ଜାଣିନି ସେ ବାଟ,

ଅନ୍ଧାରକୁ ତାର ଭାରି ଡ଼ର।



Rate this content
Log in

Similar oriya poem from Abstract