Click Here. Romance Combo up for Grabs to Read while it Rains!
Click Here. Romance Combo up for Grabs to Read while it Rains!

Liza Senapati

Abstract


3  

Liza Senapati

Abstract


ସୂର୍ଯ୍ୟ

ସୂର୍ଯ୍ୟ

1 min 252 1 min 252

ଏ ଅସ୍ତଗାମୀ ସୂର୍ଯ୍ୟ,

ଅଟକି ଯା ,

ଆଉ ତୁ କିଛିକ୍ଷଣ,

ଏ ଘନ ଅନ୍ଧାରରେ ,

ହଜିଯିବ କାଳେ ପ୍ରେମ ମୋର।

ଜାଣିନି ସେ ବାଟ,

ଅନ୍ଧାରକୁ ତାର ଭାରି ଡ଼ର।



Rate this content
Log in

More oriya poem from Liza Senapati

Similar oriya poem from Abstract