STORYMIRROR

itishree jena

Abstract Classics Others

3  

itishree jena

Abstract Classics Others

ସୁର ତାଳ ମୋ ହଜିଗଲା

ସୁର ତାଳ ମୋ ହଜିଗଲା

1 min
164

ଲେଖୁ ଲେଖୁ ଗୀତଟିଏ

ଅଧା ରହିଗଲା

ଗାଉ ଗାଉ ଗୀତଟି ମୋ

ଅଧା ରହିଗଲା

ନା ସୁର ମିଳିଲା

ନା ତାଳ ମିଳିଲା

କେଜାଣି କାହା ନଜର ଲାଗିଲା

ମୋ ସୁର ତାଳ 

ସବୁ ହଜିଗଲା।

ଜୀବନ ମୋ ବେରଙ୍ଗ ହେଲା

ମୋ ସୁର ତାଳ 

ସବୁ ହଜିଗଲା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract