STORYMIRROR

itishree jena

Drama Romance Classics

3  

itishree jena

Drama Romance Classics

ହୃଦୟର ବେଦନା

ହୃଦୟର ବେଦନା

1 min
145

ହେ ମୋ ପ୍ରିୟ ପ୍ରେମିକ,

ତୁମକଥା ଆଜି ମନେ ପଡୁଛି ବେଶି

ହୃଦୟ ଖୋଜୁଛି ତୁମକୁ

ମନ ମୋ କହୁଛି ଆସିବ ତୁମେ

ଜୀବନେ ମୋ ରଂଗ ଢାଳିବାକୁ।

ଭାବୁଛି ଯେବେ ତୁମକଥା ମୁଁ

ରୋକି ପାରୁନି ଲୁହକୁ

ଅମାନିଆ ଆଖି ବୋଲ ମୋ ମାନୁନି

ଖୋଜୁଛି ଖାଲି ତୁମକୁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama