STORYMIRROR

itishree jena

Drama Romance

4  

itishree jena

Drama Romance

ଜିଇଁ ପାରିବିନି ତୋ ବିନା

ଜିଇଁ ପାରିବିନି ତୋ ବିନା

1 min
419

ତୁମେ ମୋ ହୃଦୟର ଭାଷା

ତୁମେ ମୋ ମନର ଭରଷା 

ତୁମେ ମୋ ଜିଇଁବାର ଆଶା।

ତୁମେ ମୋ ରାତିର ନିଶା।

ତୁମ ବିନା ମୁଁ ବେସାହାରା

ପାଉନି ମୁଁ କୂଳ କି କିନାରା।

ହାତ ଯଦି ମୋର ଛାଡ଼ିଦେବ 

ଜିଇଁ ପାରିବିନି ତୁମ ବିନା

ତୁମ ବିନା ଜୀବନଟା ଆଜି ଲାଗେ ଫିକା ଫିକା

ବଂଚିବାଟା କଷ୍ଟ ତୁମ ବିନା ଏକା

ତୁମ ଛଡ଼ା ଆଉ କିଛି ମୁଁ ଭାବିନି

ତୁମ ଛଡ଼ା ଆଉ କିଛି ମୁଁ ଚାହୁଁନି

ଫେରିଆସ ତୁମେ

ତୁମ ଅପେକ୍ଷାରେ ମୁଁ

ତୁମ ବିନା ବଂଚି ପାରିବିନି ମୁଁ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama