STORYMIRROR

itishree jena

Romance Action Others

3  

itishree jena

Romance Action Others

ସମୟ

ସମୟ

1 min
157

କେଜାଣି କାହିଁକି ଆଜି ଏ ସମୟ 

ଆଉ ମୋର ହୋଇ ନାହିଁ

ବଦଳିଯାଇଛି, ବହୁତ୍ 

ବଦଳିଯାଇଛି ତାର ରୂପ

ବଦଳିଯାଇଛି ତା ଭାଷା।

କେଉଁଠି ହଜିଯାଇଛି ଜଣାନାହିଁ

ହେଲେ ଦେଇଯାଇଛି ମୋତେ ବହୁତ ସ୍ମୃତି

କିଛି ହସଭରା

କିଛି କୋହଭରା

କିଛି ଭରିଥିଲା ଓଠରେ ହସ

ଆଉ କିଛି ଦେଇଗଲା ଆଖିରେ ଲୁହ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance