STORYMIRROR

itishree jena

Abstract Romance Others

3  

itishree jena

Abstract Romance Others

ତୁମେ

ତୁମେ

1 min
17

ତୁମ କଥା ମନେ ପଡେ ପ୍ରତି ମୁହୂର୍ତ୍ତରେ

ଭାବନାରେ ତୁମେ, ସ୍ଵପ୍ନରେ ତୁମେ

ଅଛ ମୋ ଆଖି ପଲକରେ ।

ତୁମ କଥା ଆଜି ମନେ ପଡେ ଭାରି

କେଜାଣି କାହିଁକି ଜାଣେନା

ତୁମେ ମୋ ମନରେ,ଅଛ ହୃଦୟରେ

ହୃଦୟଟା ଆଜି ବୋଲ ମୋ ମାନୁନି

ହଜିଛି ତୁମ ଭାବନାରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract