STORYMIRROR

Pramila Mohanty

Inspirational

3  

Pramila Mohanty

Inspirational

ସୁନେଲି ସପନ ଫାଙ୍କରେ ମୋ ଗାଁ

ସୁନେଲି ସପନ ଫାଙ୍କରେ ମୋ ଗାଁ

1 min
15


  


ସୁନେଲି ସପନ ଫାଙ୍କରେ 

   ମୋ ଗାଁ

ସବୁଜିମା ଭରା

 ଦିଶୁଛି ଭାରି ଛନଛନିଆ

ସେଇ ତ ମୋର

ସେନେହ ସରାଗ 

 ପ୍ରିତି ମମତା ଭରା

   ମୋରି ମା

ତା ପାଣି ପବନେ

 ପରା ସୃଷ୍ଟି ମୋରି କାୟା

ଆସୁ ପଛେ ଯେତେ ବାଧା

 ସେହି ତ ମୋରି ସାହା

ତା ଜାନୀ ଯାତରା

  ଅତି ମନଲୋଭା

ମନରୁ କେବେ ନିଭେନା

ତା ନଈ ନାଳ 

    ବଣ ପରବତ

 ସବୁ କିଛି ଅପାସରା

ଏ ଜନମେ କେବେ

  ପାରିବିନି ଭୂଲି

    ତା, ନାଁ ।


  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational