Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Banalaxmi Mohanty

Classics

3  

Banalaxmi Mohanty

Classics

ସତ ଜଗନ୍ନାଥ

ସତ ଜଗନ୍ନାଥ

1 min
271


 


ସତ, ସତ, ସତ, 

    ସତରେ ଚାଲେଦୁନିଆ

ସତ ପାଇଁ ସୁର୍ଯ୍ୟ ଚନ୍ଦ୍ର 

   ହୋନ୍ତି ଆମ ଯାତ।


ସତ ତୁମ ନୀଳାଚଳ

   ସତ ବଡ ଦେଉଳ

ସତ ଯେ ରୋହିଣୀ କୁଣ୍ଡ

   ସତ ତୁମ କଳ୍ପବଟ

ନର୍ମାଲ୍ୟ ଖଳାରେ 

    ସବୁ ଭକତଙ୍କ ଭେଟ।


ସତ ଶ୍ରୀଗୁଣ୍ଡିଚା ଯାତ

   ସତ ତୁମ ନନ୍ଦିଘୋଷ

ମାଉସୀ ଘରକୁ ତୁମ

   ନବଦିନ ଯାତ୍ରା ସତ୍ୟ

ମିଛ ଦୁନିଆ ରେପ୍ରଭୁ

     ତୁମେ ହିଁ ସତ

ସତ ନଥିଲେ ଦୁନିଆ

    ହେବ ଲୁପତ ।


ସତ, ସତ, ସତ, 

    ସତରେ ଚାଲେ ଦୁନିଆ

ସତ ପାଇଁ ସୂର୍ଯ୍ୟ ,ଚନ୍ଦ୍ର 

     ହୋନ୍ତି ଆତ ଯାତ  ।



Rate this content
Log in

Similar oriya poem from Classics