Brundabana Pradhan
Romance
ତମେ ଦେଇଥିବା
ସର୍ତ୍ତ ସବୁକୁ ରକ୍ଷା କରିବା
ମୋ ପକ୍ଷେ ସମ୍ଭବ
ହେଲାନାହିଁ ବୋଲି
ଆଜି ଆଖି ପଲକରେ
ଚାଳିଗଲ ତମେ ବହୁଦୂର।
କାହିଁକି କେଜାଣି
ନିଜକୁ ଅସହାୟ
ମନେକରେ ତମବିନା
ଦିନ ବି କଟେନା
ରାତି ର ସମୟ ବି
ଗତିକରେ କଚ୍ଛପ ପରି
ଅଥଚ ତମେ
ଆସ ନାହଁ ଫେରି ।
ଗୁତିର ପୁସପୁନି
ରାସ୍ତା
ଧନୁଯାତ୍ରା ସମି...
ସ୍ୱପ୍ନର ନାୟିକ...
କିଏ ସେ ପ୍ରେୟସ...
ଶୋଇଛି ସହର
ସେ ଚେହେରା
ଇନ ନିଜର ଭାବନା...
ଭିନ୍ନ ଏକ ନିଆଁ
ଭଦ୍ର ମଣିଷ
ବର୍ଷା ଟୋପା ପିଇ ପଲ୍ଲବିତ ପ୍ରେମ ଆଙ୍କିବ କି ପ୍ରିୟା ପ୍ରଣୟର ଚିହ୍ନ ! ବର୍ଷା ଟୋପା ପିଇ ପଲ୍ଲବିତ ପ୍ରେମ ଆଙ୍କିବ କି ପ୍ରିୟା ପ୍ରଣୟର ଚିହ୍ନ !
ପ୍ରେୟସୀ ଗୋ ତୁମ ପ୍ରୀତି ଅଗଣାରେ ଫଗୁଣ ଓହ୍ଲାଇ ମଳୟ ବୁହାଇ ପ୍ରେୟସୀ ଗୋ ତୁମ ପ୍ରୀତି ଅଗଣାରେ ଫଗୁଣ ଓହ୍ଲାଇ ମଳୟ ବୁହାଇ
ସ୍ପର୍ଶ କରି ମୁଁ ଗ୍ରାମ,ପ୍ରାନ୍ତର, କେତେ ଦେଶ, ମରୁସ୍ଥଳୀ, ସ୍ବକୀୟ ପାଳନ-ସୁଖ ଅନୁଭବେ ସଦା ଉଠୁଥାଏ ଝଳି। ସ୍ପର୍ଶ କରି ମୁଁ ଗ୍ରାମ,ପ୍ରାନ୍ତର, କେତେ ଦେଶ, ମରୁସ୍ଥଳୀ, ସ୍ବକୀୟ ପାଳନ-ସୁଖ ଅନୁଭବେ ସଦା...
ନିଦା କାଠ ଟାଏ ପରି ହସିହସି ମନର ପଦୁଂଅ ଡଙ୍ଗାରେ ବସି ନିଦା କାଠ ଟାଏ ପରି ହସିହସି ମନର ପଦୁଂଅ ଡଙ୍ଗାରେ ବସି
ଯୌବନେ ସୁନ୍ଦରୀ ପ୍ରିୟା ପ୍ରିୟା କୁ' ସୁନ୍ଦର ହସ ଦୁଇଧାର ଯୌବନେ ସୁନ୍ଦରୀ ପ୍ରିୟା ପ୍ରିୟା କୁ' ସୁନ୍ଦର ହସ ଦୁଇଧାର
ସେ ମୋର ସଜନୀ ମୋ ପ୍ରାଣ ଭାମିନୀ ମନପ୍ରାଣ କରେ ଉତ୍ତଳା ସେ ମୋର ସଜନୀ ମୋ ପ୍ରାଣ ଭାମିନୀ ମନପ୍ରାଣ କରେ ଉତ୍ତଳା
ଫୁଲ କଣ ସେତିକି ଉତ୍ତେଜିତ ହୁଏନି ଭ୍ରମର ଲାଗି। ତାହେଲେ ଦୁନିଆଯାକର ଏତେ ଅପବାଦ ତାଲାଗି, ଫୁଲ କଣ ସେତିକି ଉତ୍ତେଜିତ ହୁଏନି ଭ୍ରମର ଲାଗି। ତାହେଲେ ଦୁନିଆଯାକର ଏତେ ଅପବାଦ ତାଲାଗି,
ଚଉପାସେ ଦିଗାଙ୍ଗନା ନୃତ୍ୟ ରତ ତୁମ ରୂପେ ରୂପାୟିତ ସବୁଠାରେ ତୁମେ ପ୍ରତିତ ହେଉଛ ଦିଶେ ଖାଲି ସେଇ ରୂପ କଳା କୁନ୍... ଚଉପାସେ ଦିଗାଙ୍ଗନା ନୃତ୍ୟ ରତ ତୁମ ରୂପେ ରୂପାୟିତ ସବୁଠାରେ ତୁମେ ପ୍ରତିତ ହେଉଛ ଦିଶେ ଖାଲି...
କେତେ ଦୂର ଚାଲିଗଲ ପ୍ରିୟା ତୁମେ ମୋତେ ପର କରି, ତୁମକୁ ଭୁଲିପାରୁନି ମନ ମୋର ଝାଉଁଳିଛି ଶେଫାଳୀ ପରି, କେତେ ଦୂର ଚାଲିଗଲ ପ୍ରିୟା ତୁମେ ମୋତେ ପର କରି, ତୁମକୁ ଭୁଲିପାରୁନି ମନ ମୋର ଝାଉଁଳିଛି ଶେଫ...
ପ୍ରୀତି ପୀୟୂଷ ପ୍ଲାବିତ ଅଙ୍ଗ ଆଭା ରଙ୍ଗ ତରଙ୍ଗ ଲହଡ଼ି ଭାଙ୍ଗୁ ଥିବ ଓଦା ଛାତି ତଳେ ନିଶା ମହୁଲୀଆ।। ତୁମ ନି... ପ୍ରୀତି ପୀୟୂଷ ପ୍ଲାବିତ ଅଙ୍ଗ ଆଭା ରଙ୍ଗ ତରଙ୍ଗ ଲହଡ଼ି ଭାଙ୍ଗୁ ଥିବ ଓଦା ଛାତି ତଳେ ନିଶ...
ଆହୁଲା ହଲେଇ ଭୟକୁ ଭୁଲେଇ ଜୟ କରିବାର ଆଶା, ଲିଭି ଯିବା ଆଗୁଁ ଅଲିଭା ଆକାଙ୍କ୍ଷା ଅନ୍ତିମ ଏ ଅଭିଯାନ।। ମୁ... ଆହୁଲା ହଲେଇ ଭୟକୁ ଭୁଲେଇ ଜୟ କରିବାର ଆଶା, ଲିଭି ଯିବା ଆଗୁଁ ଅଲିଭା ଆକାଙ୍କ୍ଷା ଅନ୍...
ସଂଧ୍ୟାର ଅନ୍ଧାର ପୀତ ବସନରେ ତୁମେ ଶୁଖା ସଳିତାର ଦାଗ ସଂଧ୍ୟାର ଅନ୍ଧାର ପୀତ ବସନରେ ତୁମେ ଶୁଖା ସଳିତାର ଦାଗ
ଜାଗାଏ ନାୟକ ମନରେ ଆଶା ନାୟିକା ଆଖିରେ କଳଙ୍କ କଜ୍ଵଳ ଜାଗାଏ ନାୟକ ମନରେ ଆଶା ନାୟିକା ଆଖିରେ କଳଙ୍କ କଜ୍ଵଳ
ହେଇ ! କହୁ ପଛେ ଏ ଦୁନିଆ କଳଙ୍କିନୀ ହେଇ ! କହୁ ପଛେ ଏ ଦୁନିଆ କଳଙ୍କିନୀ
ମଧୁ ଯାମିନୀର ବେଦସ୍ତୋତ୍ର ସମ ପବିତ୍ରତା ମନେ ଭରି ମଧୁ ଯାମିନୀର ବେଦସ୍ତୋତ୍ର ସମ ପବିତ୍ରତା ମନେ ଭରି
ଦୀପାଳିର ଶିଖାକୁ ପଛରେ ରଖି ସୁରୁଜର ନୂତନ କିରଣର ସ୍ପର୍ଶ ପାଇଛି, ଦୀପାଳିର ଶିଖାକୁ ପଛରେ ରଖି ସୁରୁଜର ନୂତନ କିରଣର ସ୍ପର୍ଶ ପାଇଛି,
ମୋ ପ୍ରିୟା ଯେ ଭାରି ଫୁଲେଇ ଟିକେ କଥାରେ ଆଖିରୁ ଦିଏ ମୋ ପ୍ରିୟା ଯେ ଭାରି ଫୁଲେଇ ଟିକେ କଥାରେ ଆଖିରୁ ଦିଏ
ତୁମ ଅର୍ଦ୍ଧାଙ୍ଗିନୀ ସାଜିଅଛି ନାଥ ସୁଖେ ଦୁଃଖେ ନେବି ଭାଗ , ତୁମ ଅର୍ଦ୍ଧାଙ୍ଗିନୀ ସାଜିଅଛି ନାଥ ସୁଖେ ଦୁଃଖେ ନେବି ଭାଗ ,
ଜଳି ଯିବି ମୁହିଁ ତିଳ ତିଳ ହୋଇ ନିଭାଇବୁ ସଖୀ ତୋ ଅଧର ସୁଧା ଢାଳି ଜଳି ଯିବି ମୁହିଁ ତିଳ ତିଳ ହୋଇ ନିଭାଇବୁ ସଖୀ ତୋ...
ଅତି ସରଗରେ ତୁମର ସ୍ନେହର ତୁମ ଛବି ଆଙ୍କି ଦେବି। ଅତି ସରଗରେ ତୁମର ସ୍ନେହର ତୁମ ଛବି ଆଙ୍କି ଦେବି।