STORYMIRROR

Pankajini Upadhaya

Inspirational

2  

Pankajini Upadhaya

Inspirational

ସରିଗଲା ରବିବାର ବାସ

ସରିଗଲା ରବିବାର ବାସ

1 min
13.9K


ସରିଗଲା

ରବିବାର ଦିବସ

ଦୂରହେଲା ମଧୁର ସୁବାସ

ଆନନ୍ଦର ମଧୁର ପରଶ

ବନ୍ଧନର ନିବିଡ ଆଶ୍ଳେଷ

ବର୍ଷକର ଯୋଜନାର ଶେଷ

କିଏ ଜାଣେ ଆଗାମୀ ବର୍ଷକୁ

କିଏ ଥିବ କି ନ ଥିବ

ଏ ଦିନର ଅନୁଭବ

ସାଇତା ସମ୍ପଦ

ଦିନଟିଏର ଏ ଆନନ୍ଦ

ଏ ଆକର୍ଷଣ

ଏ ସ୍ଵପ୍ନ

ସ୍ମୃତିର ପାଉଛ

ବଞ୍ଚିବାର ସ୍ଵପ୍ନ ସୁଉଚ୍ଚ

ହସର

ପୁଣି ସୁଖ କାନ୍ଦର

ମମତା ଵନ୍ଧର

ଚାଲିଥିବି ଶେଷ ଥାଏ

ଏଇ ଆଶ୍ରା ସାହାରାରେ

ଏଇ ଆଶ୍ରା ସାହାରାରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational