Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Priyadarsini Das.PriYa❤️

tragedy

3.6  

Priyadarsini Das.PriYa❤️

tragedy

ସ୍ପର୍ଶ

ସ୍ପର୍ଶ

1 min
205



ତୁମ ସ୍ପର୍ଶରେ ଅଛି ଏକ ନିଆରା ଅନୁଭବ ...


ପ୍ରତି ସ୍ପର୍ଶ ତୁମର ମୋତେ କରେ ବିମୋହିତ ।


ଟାଣି ନିଏ ତୁମ ଆଡ଼େ ,


ମୁଁ ନିକଟ ତର ହୁଏ ତୁମର ।


ତୁମରି ସ୍ପର୍ଶର କାଉଁରୀ କାଠିରେ 


ମୁଁ ହଜିଯାଏ ଅଜଣା ଦୁନିଆରେ ...।


ନିଜକୁ ହଜେଇ ବି ଖୁସି ହୁଏ , 


ଏକ ସୁରକ୍ଷିତ ବାହୁ ବଳ ରେ ...।


ତୁମରି ସ୍ପର୍ଶ ରେ ମୁଁ ପାଇ ଯାଏ ଦୁନିଆ ର ସବୁ ଖୁସି ...,


କେତେ ମିଠା ତୁମର ସେ ସ୍ପର୍ଶ...।



Rate this content
Log in