Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.
Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.

sabitri jal

Romance

3  

sabitri jal

Romance

ସପ୍ନରେ

ସପ୍ନରେ

1 min
307



 ବାସ୍ତବରେ ନ ହେଲେ

                 ସପ୍ନରେ ଆସି କିଛି କହି ଦିଅ

ସାମ୍ନାରେ ନ ହେଲେ

                 ସପ୍ନରେ ଆସି ଥରେ ଛୁଇ ଦିଅ

ସତରେ ନ ହେଲେ ମିଛରେ ଥରେ

                 ସପ୍ନରେ ହସେଇ ଦିଅ

ଭାଗ୍ୟରେ ନ ଥିଲେ ବି ଥରେ

                ସପ୍ନରେ ତୁମ ରାଣୀ କରି ଦିଅ

ଦିନରେ ନ ହେଲେ ବି ଥରେ ରାତିରେ

               ସପ୍ନରେ ଆସି ଦେଖା କର

ଆଜି ନ ହେଲେ କେବେ ଦିନେ ଆମ

              ସପ୍ନର ତାଜମହଲ କରି ଦିଅ

ଥରେ କେବେ ଆସି

               ସପ୍ନରେ ଲୁଚି ଲୁଚି କହି ଦିଅ ତୁ ମୋର

କେବେ ତ ଥରେ ଆସି

              ସପ୍ନରେ ମତେ ସଜାଇ ଦିଅ l


Rate this content
Log in

Similar oriya poem from Romance