Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

sabitri jal

Others

2  

sabitri jal

Others

ଅଭୂଲା ସ୍ମୃତି

ଅଭୂଲା ସ୍ମୃତି

1 min
52



 ଇଚ୍ଛା ହୁଏ ତୁମ ସାଥେ କାଟିବାକୁ କିଛି ସୁନେଲି ମୁହୁର୍ତ୍ତ

କିନ୍ତୁ,

      ହୃଦୟ କହେ ନା ଆଉ ଶକ୍ତି ନାହିଁ ହାରିବାକୁ ।

      ଇଚ୍ଛା ହୁଏ ତୁମ ସାଥେ ଚାଲିବାକୁ କିଛି ବାଟ

କିନ୍ତୁ,

      ମନ କହେ ନା ଭରସା ନାହିଁ ଏ ସମୟ ।

      ଇଚ୍ଛା ହୁଏ ପୁଣି ଥରେ ସେ ଗପି ବାକୁ ମିଠା ମିଠା

        କଥା

କିନ୍ତୁ,

ଆଖି କହେ ନା ଆଉ ସାହସ ନାହିଁ ଝରେଇଵା ପାଇଁ ଲୁହ ।

ଇଚ୍ଛା ହୁଏ ପୁଣି ଥରେ ଵାଣ୍ଟିଵାକୁ କିଛି ସୁଖ ଦୁଖଃ

କିନ୍ତୁ,

ଓଠ କହେ ନା ଆଉ ଧୈଯ୍ୟ ନାହିଁ ସହିଵାକୁ କଷ୍ଟ ।

     


Rate this content
Log in