STORYMIRROR

Pramila Sahoo

Inspirational

2  

Pramila Sahoo

Inspirational

ସଞ୍ଜ ସଳିତା

ସଞ୍ଜ ସଳିତା

1 min
14K


ସଞ୍ଜ ସଳିତା ପରି ନାରୀ ଜୀବନ

ସଭିଙ୍କ ଓଠରେ ହସ ଭରେ ସେ ତ

କେବେ 'ମା',ଭଉଣୀ, ସ୍ତ୍ରୀ ରୂପେ

ଆଉ କେବେ ପୁଣି କନ୍ୟା ସନ୍ତାନ

ସଭିଙ୍କୁ ସ୍ନେହ, ସେବା କରେ ନିତି

ଏତେ ପରେ ବି ନାହିଁ କନ୍ୟା ପ୍ରତି ପ୍ରୀତି

ସେ ସମାଜ ପାଇଁ ଅଭିଶାପ ଯେମିତି

ଯେମିତି ଜୀବନ ପାଇଁ ବାୟୁ ଆବଶ୍ୟକ

ସେମିତି ସମାଜ ପାଇଁ କନ୍ୟା ସନ୍ତାନ ଆବଶ୍ୟକ.।

ପ୍ରମିଳା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational