STORYMIRROR

MADHU MITA

Inspirational

4  

MADHU MITA

Inspirational

ସ୍ନେହ ସ୍ପର୍ଶ

ସ୍ନେହ ସ୍ପର୍ଶ

1 min
197


ଥାଉ କି ନ ଥାଉ..

ଛାତ ମୋ ଉପରେ..

ତୋ କୋଳଟି ଥାଉ..

ସଦା ମଥାପରେ..


ଖରା ବର୍ଷା ଶୀତ..

ଅବା ଝଡ଼ ଝଂଜା..

ମନ ପଡ଼େ ସଦା..

କୁହାଳିଆ ଗଞ୍ଜା..


ସେ ମାଟି କାନ୍ଥ..

ସେ ମାଟିର ଚଟାଣ..

ମାଟି ପରେ ଯେବେ..

ପଡ଼େ ମୋ ଚରଣ..


ଶାନ୍ତିର ଆଭାସ ..

ଆସିଥାଏ ମନେ..

ମାଟି ବିନା ସବୁ..

ଅସାର ଜୀବନେ..


ମାଟିଘର ହେଉ...

ଅବା ଚାଳ ଘର..

ସ୍ନେହ ସେଠି ଥାଉ..

ସଦା ନିରନ୍ତର..



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational