STORYMIRROR

Chittaranjan Lenka

Inspirational Abstract

2  

Chittaranjan Lenka

Inspirational Abstract

ସ୍ନେହ ଓ ପ୍ରେମ

ସ୍ନେହ ଓ ପ୍ରେମ

1 min
2.7K


ମାନସିକ ରୋଗୀ ଭଲ ହୋଇପାରେ

ଉପଯୁକ୍ତ ଚିକିତ୍ସାରେ

ଔଷଦ ଠୁ ବେଶୀ ଭଲ କାମ କରେ

ସ୍ନେହ ପ୍ରେମ ସେ କ୍ଷେତ୍ରରେ

ଚିକିତ୍ସକ ଯଦି ମାନସିକ ରୋଗୀ

ସ୍ନେହ ଦେବା ଲୋକ ବନ୍ଦୀ

ସେ କ୍ଷେତ୍ରରେ ତାକୁ ପାଗଳାମି ରୋଗ

ସହଜେ ପାରିବ ଛନ୍ଦି

ଚିତ୍ତରଞ୍ଜନ ଲେଙ୍କା,

କଟକ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational