Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jagannath Das

Inspirational

3  

Jagannath Das

Inspirational

ସ୍ନେହ ଡୋରେ ବନ୍ଧା ଆମ ପରିବାର

ସ୍ନେହ ଡୋରେ ବନ୍ଧା ଆମ ପରିବାର

1 min
185



ସ୍ନେହ ଡୋରେ ବନ୍ଧା

ଆମ ପରିବାର

କାହାକୁ ଅଛପା ନାହିଁ l


ଗୋଟି ଗୋଟି କରି

କୋଟି କୋଟି କଥା

କିଏ ବା ଯାଣି ଅଛଇ l


ଯେଉଁ ପରିବାରେ

ମାଆ ବାପା ନାହିଁ

ମିଠା ନାହିଁତ କିଛି l


ପରିବାରରେ ତ

ଜନନୀ ଜାଣତ

ମିଠା ତାଙ୍କ ପାଖେ ଅଛି l


ସ୍ନେହ ମମତାର

ଗଭୀର ସମୁଦ୍ର

ଅଟେ ଆମ ପରିବାର l


ଦୟା ର ସାଗର

ପିତର ଆମର

ପରିବାର ମୁଖ୍ୟ ବୀର l


ଘର ପରିବାର

ରହିବେ ସୁନ୍ଦର

ପ୍ରୀତିର ବନ୍ଧନ ଥିଲେ l


ନହେଲେ ଅସାର

ଜାଣ ପରିବାର

ପ୍ରେମର ଭାବ ନଥିଲେ l



Rate this content
Log in

Similar oriya poem from Inspirational