STORYMIRROR

Abhishek Behera

Classics Others

3  

Abhishek Behera

Classics Others

ସମୟର ପ୍ରତିହାସ

ସମୟର ପ୍ରତିହାସ

1 min
221

ମନର ଅଶାନ୍ତ ସାଗରରେ

ସ୍ମୃତିର ଅସଂଖ୍ୟ ଜୁଆର


ଭରି ଦିଏ ହୃଦୟ ଅଗଣାରେ

ଭାବନାର ଅନାଵନା କୋହଳ


ଅତୀତର ଅପୂର୍ଣ୍ଣ ଇଚ୍ଛାର ସମାହାର

ବର୍ତ୍ତମାନର ଅଦେଖା ଅଭିଳାଷ


ଭିନ୍ନ ଏକ ମୋଡ଼ରେ ପହଞ୍ଚାଇଲା

ସମୟର ସବୁ ପ୍ରତିହାସ


ଜୀବନ ଜୁଇରେ ଆଜି ଚାଲିଛି 

ଅନେକ ପ୍ରତିହାତ

ସମୟ ସଜେଇଛି ଏକ 

ମଧୁର ଇତିହାସ ll


  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics