Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

DILIP KUMAR SAHOO

Children

3  

DILIP KUMAR SAHOO

Children

ସମୟ

ସମୟ

1 min
249


ସମୟ ମୁଁ କରେ ଟିକ୍ ଟିକ୍

ସବୁ ମୁଁ ଦେଖେ ଠିକ୍ ଠିକ୍

ଭଲକାମ ତ କରୁଛି କିଏ

ଭଲବାଟରେ ଯାଉଛି କିଏ

ଭିତରେ ଭିତରେ ଅନୀତି କରିକେ

ଉପରେ ଦିଶୁଛି ଚିକ୍ ଚିକ୍

ସବୁ ମୁଁ ଦେଖେ ଠିକ୍ ଠିକ୍ ।

ନିଜର କେହି ନାହାନ୍ତି ମୋର

କେହିବି ନୁହେଁ ପର

ସବୁ କାମରେ ନଜର ମୋର

ନୁହେଁ ମୁଁ ଜମା ସ୍ଥିର ।

ସୃଷ୍ଟି ଆରମ୍ଭୁ ଚାଲୁଛି ମୁଁଯେ

ପଡିନି କେବେ ଥକ୍କି

ଏମିତି ଜଣେ ନାହିଁ ତ କେହି

ପାରିବ ମୋତେ ଠକି ।

ରାତି ପାହିଲେ ସକାଳ ହୁଏ

ତାପରେ ଦିନ ,ରାତି

ନୁହେଁ ମୁଁ ଜମା ଧୀର ମନ୍ଥର 

ସମାନ ବେଗେ ଗତି ।

ମୋ ସାଥେ ଯିଏ ପାଦ ମିଳାଇ

ଚାଲଇ ଚଲାବାଟେ 

ସବୁ କାମରେ ସଫଳ ହୁଏ

ସବୁ କାମରେ ଜିତେ ।



Rate this content
Log in

Similar oriya poem from Children