ସ୍ମୃତିରେ ତୁମେ
ସ୍ମୃତିରେ ତୁମେ
ଚିରସ୍ମରଣୀୟ ହୋଇ ରହିଛ ,ରହିବ
ସାହିତ୍ୟ ଜଗତରେ
ତୁମରି ପାଠକ ଝୁରି ହେଉଛନ୍ତି ସଦା
ହୃଦୟରେ ।
ସରସ୍ଵତୀଙ୍କର ବର ପୁତ୍ର ରୂପରେ ହୋଇଥିଲ ଜନମ
ସହିତ୍ୟରେ ସ୍ରଷ୍ଟା ହୋଇ ରଖି ଗଲ
ମନୋଜ ନାମ ।
ତୁମରି ହସ ହସ ମୁଖ ସଦା ମନେ
ପଡ଼ିଯାଏ
ତୁମରି କଳା କୃତି ତୁମ ଲେଖନୀ ମୁନରେ ଝରି ପଡୁଥାଏ ।
କେତେ ପୁରସ୍କାର ର ତୁମେ ହୋଇ ଅଛ ଅଧିକାରି
କେମିତି କରିବି ତୁମ ଗୁଣ ଗାନ ଭାଷା ନାହିଁ ମୋହରି ।
ଆବଳ ବୃଦ୍ଧ ବନିତା ଙ୍କ ପାଖରେ
ତୁମେ ହୋଇଲ ପରିଚିତ
ଯୁଗେ ଯୁଗେ ତୁମେ ରହିଥିବ ଝରୁଥିବ ତୁମକୁ ଜଗତ ।
ହେ ମହାନ ସ୍ରଷ୍ଟା ତୁମରି ଆଶିଷ
ରେ ଓଡ଼ିଆ ସାହିତ୍ୟ ଆଗକୁ ଯାଉ ।
ସବୁ ଓଡ଼ିଆଙ୍କ ମନରେ ସାହିତ୍ୟ
ପ୍ରତି ସଦା ପ୍ରୀତି ଜାଗ୍ରତ ହେଉ ।
